ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସ୍ୱଦେଶ ବିକଶିତ ମିଡିୟମ ଅଲ୍ଟିଚ୍ୟୁଡ ଲଂଗ ଏଣ୍ଡ୍ୟୁରାନ୍ସ ତପସ ୟୁଏଭିରୁ ଉତ୍ତୋଳିତ ଭୂପୃଷ୍ଠ ଓ ବାୟୁ ପ୍ରଦର୍ଶନର ଆକାଶମାର୍ଗ କଭରେଜ ଶେୟାର କଲେ ପ୍ରଧାନମନ୍ତ୍ରୀ

Posted On: 12 FEB 2023 1:51PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱଦେଶ ବିକଶିତ ମିଡିୟମ ଅଲ୍ଟିଚ୍ୟୁଡ ଲଂଗ ଏଣ୍ଡ୍ୟୁରାନ୍ସ ତପସ ୟୁଏଭିର ୧୨ହଜାର ଫୁଟ ଉଚ୍ଚତାରେ ଅଭ୍ୟାସ ବେଳେ ଉତ୍ତୋଳିତ ଭୂପୃଷ୍ଠ ଓ ବାୟୁ ପ୍ରଦର୍ଶନର ଆକାଶମାର୍ଗ କଭରେଜ ଶେୟାର କରିଛନ୍ତି । 

SR



(Release ID: 1898583) Visitor Counter : 124