ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଶରଦ ଯାଦବଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ
Posted On:
12 JAN 2023 11:40PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଶରଦ ଯାଦବଙ୍କ ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଏବଂ ଡକ୍ଟର ଲୋହିଆଙ୍କ ଆଦର୍ଶରେ ସେ ଅତ୍ୟନ୍ତ ଅନୁପ୍ରାଣିତ ଥିଲେ ବୋଲି କହିଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଶ୍ରୀ ଶରଦ ଯାଦବ ଜୀଙ୍କର ଦେହାନ୍ତରେ ଦୁଃଖିତ । ସାଧାରଣ ଜୀବନରେ ସେ ଦୀର୍ଘ ବର୍ଷ ଧରି ନିଜକୁ ସାଂସଦ ତଥା ମନ୍ତ୍ରୀ ଭାବରେ ପରିଚିତ କରିଥିଲେ । ଡକ୍ଟର ଲୋହିଆଙ୍କ ଆଦର୍ଶରେ ସେ ବହୁତ ଅନୁପ୍ରାଣିତ ହୋଇଥିଲେ । ମୁଁ ସବୁବେଳେ ଆମର ପାରସ୍ପରିକ ଆଲୋଚନାକୁ ସମ୍ମାନ କରିବି । ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ପ୍ରତି ସମବେଦନା । ଓମ୍ ଶାନ୍ତି ।”
HS
(Release ID: 1891321)
Visitor Counter : 156
Read this release in:
English
,
Urdu
,
Hindi
,
Marathi
,
Marathi
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam