ଜାହାଜ ଚଳାଚଳ ମନ୍ତ୍ରଣାଳୟ
ଲାଇଟ୍ ହାଉସ୍ ପର୍ଯ୍ୟଟନ ପ୍ରକଳ୍ପରେ ଓଡିଶାରୁ ପାଞ୍ଚ ସାମିଲ୍
Posted On:
09 DEC 2022 6:53PM by PIB Bhubaneshwar
ସରକାରୀ ଘରୋଇ ଭାଗୀଦାରୀ (ପିପିପି)ରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ନିମନ୍ତେ ନିର୍ଦ୍ଧାରିତ ହୋଇଥିବା ୬୫ଟି ଲାଇଟ୍ ହାଉସ୍ ମଧ୍ୟରୁ ଓଡିଶାର ପାଂଚଟି ଲାଇଟ୍ ହାଉସ୍କୁ ଚିହ୍ନଟ କରାଯାଇଛି । ସେଗୁଡିକ ହେଉଛି , ଗୋପାଳପୁର ଲାଇଟ୍ ହାଉସ୍, ପୁରୀ ଲାଇଟ୍ ହାଉସ୍, ଚନ୍ଦ୍ରଭାଗା ଲାଇଟ୍ ହାଉସ୍, ପାରାଦୀପ ଲାଇଟ୍ ହାଉସ୍ ଏବଂ ଫଲ୍ସ ପଏଂଟ ଲାଇଟ୍ ହାଉସ୍ । ଅନ୍ୟ ପକ୍ଷରେ ଏହି ପ୍ରକଳ୍ପରେ ଗୁଜରାଟର ୧୩ଟି, ତାମିଲନାଡୁର ୧୧ଟି, କେରଳର ୧୦ଟି, ଆନ୍ଧ୍ର ପ୍ରଦେଶର ୯ଟି, ମହାରାଷ୍ଟ୍ରର ୫ଟି, କର୍ଣ୍ଣାଟକର ୫ଟି, ପଶ୍ଚିମବଙ୍ଗ ୩ଟି , ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ୨ଟି ଲାଇଟ୍ ହାଉସ୍ ନିର୍ଦ୍ଧାରିତ ହୋଇଥିବା ବେଳେ ଲାକ୍ଷାଦ୍ୱୀପ ଏବଂ ଗୋଆରେ ଗୋଟିଏ ଲେଖାଏଁ ଲାଇଟ୍ ହାଉସ୍କୁ ଚିହ୍ନଟ କରା ଯାଇଛି । ଡଲଫିନ୍ ନୋଜ୍ ଲାଇଟ୍ ହାଉସ୍କୁ ସୁରକ୍ଷା ଦୃଷ୍ଟିକୋଣରୁ ଏଥିରୁ ବାଦ୍ ଦିଆଯାଇଛି ।
ସରକାରୀ ଘରୋଇ ଭାଗୀଦାରୀ (ପିପିପି)ରେ ପର୍ଯ୍ୟଟନର ବିକାଶ ନିମନ୍ତେ ନିର୍ଦ୍ଧାରିତ ୬୫ଟି ଲାଇଟ୍ ହାଉସ୍ (ବତୀ ଘର)ର ରାଜ୍ୟ ସ୍ତରୀୟ ସୂଚୀ ସଂଲଗ୍ନ ହୋଇଛି ଏବଂ ରାଜ୍ୟ ସ୍ତରୀୟ ସାରାଂଶ ନିମ୍ନରେ ସୂଚୀବଦ୍ଧ ହୋଇଛି :
S.No.
|
Name of the State
|
No. of Lighthouses
|
1.
|
Gujarat
|
13
|
2.
|
Tamil Nadu
|
11
|
3.
|
Kerala
|
10
|
4.
|
Andhra Pradesh*
|
09
|
5.
|
Maharashtra
|
05
|
6.
|
Karnataka
|
05
|
7.
|
Odisha
|
05
|
8.
|
West Bengal
|
03
|
9.
|
Andaman & Nicobar Islands
|
02
|
10.
|
Lakshadweep Islands
|
01
|
11
|
Goa
|
01
|
* One Lighthouse viz. Dolphin Nose Lighthouse has been dropped due to security reasons.
|
କେରଳ ରାଜ୍ୟରେ ସରକାରୀ ଘରୋଇ ଭାଗୀଦାରୀ (ପିପିପି)ରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ନିମନ୍ତେ ନିର୍ଦ୍ଧାରିତ ୧୦ଟି ଲାଇଟ୍ ହାଉସ୍ର କୋଷ୍ଟାଲ୍ ରେଗୁଲେସନ୍ ଜୋନ୍ (ସିଆର୍ଜେଡ୍)ର ମ୍ୟାପିଂ କାର୍ଯ୍ୟ ସମାପ୍ତ ହୋଇଛି । ଏହି ୧୦ ଟି ଲାଇଟ୍ ହାଉସ୍ ମଧ୍ୟରୁ କୁନ୍ନୁର ଲାଇଟ୍ ହାଉସ୍ ସମେତ ଛଅଟି ଲାଇଟ୍ ହାଉସ୍ ପାଇଁ ସିଆର୍ଜେଡ୍ର ମଞ୍ଜୁରୀ ଆରମ୍ଭ କରା ଯାଇଛି । ଅବଶିଷ୍ଟ ଚାରିଟି ଲାଇଟ ହାଉସ୍ "ନୋ ଡେଭଲପମେଂଟ ଜୋନ୍" (ଏନ୍ଡିଜେଡ୍) ଅଧୀନରେ ଆସିଥାଏ, ଯାହା ସ୍ଥାୟୀ ସଂରଚନା ନିର୍ମାଣକୁ ଅନୁମତି ଦିଏ ନାହିଁ । ସିଆର୍ଜେଡ୍ ମଞ୍ଜୁରୀ ପ୍ରାପ୍ତ କରିବା ପାଇଁ ଏବଂ ସହାରାଂଚଳ ଏବଂ ଗ୍ରାମାଂଚଳ ଯୋଜନା ବିଭାଗର ଅନୁମୋଦନ ପାଇବା ଦିନ ଠାରୁ ଏହି ପ୍ରକଳ୍ପ ଗୁଡିକୁ ଦୁଇ ବର୍ଷ ମଧ୍ୟରେ ଶେଷ କରିବା ପାଇଁ ନିର୍ଦ୍ଧାରିତ ରହିଛି ।
୧୧ ଜଣ ଘରୋଇ ହିତାଧିକାରୀ କେରଳ ଠାରେ ଲାଇଟ୍ ହାଉସ୍ ପର୍ଯ୍ୟଟନ ପ୍ରକଳ୍ପ ଗୁଡିକୁ ଆରମ୍ଭ କରିବା ନିମନ୍ତେ ନିଜର ବ୍ୟକ୍ତିଗତ ଆଗ୍ରହ ପ୍ରକାଶ କରିଛନ୍ତି । ବିବରଣୀ ନିମ୍ନ ପ୍ରକାରର ଅଟେ ।
S.No.
|
Details of the Private Stakeholders
|
1.
|
M/s Impresario, Kochi, Kerala
|
2.
|
M/s Beach Resort, Kannur, Kerala
|
3.
|
M/s Mascat Beach Resort, Kannur, Kerala
|
4.
|
M/s Sagara Holiday Resorts, Trivandrum, Kerala
|
5.
|
M/s D Fort, Thangassery, Kollam, Kerala
|
6.
|
M/s Grant Thornton, Bangalore, Karnataka
|
7.
|
M/s Sai Sadguru Power Projects, Hyderabad, Telangana
|
8.
|
M/s Jll, Gurgaon, Haryana
|
9.
|
M/s Swami Shipping & Hospitality Pvt. Ltd., Surat, Gujarat
|
10.
|
M/s Pench Jungle Resorts, New Delhi
|
11.
|
M/s Lalloji & Sons, Ahmedabad, Gujarat
|
ସଂଲଗ୍ନ
ସରକାରୀ ଘରୋଇ ଭାଗୀଦାରୀରେ ପର୍ଯ୍ୟଟନର ବିକାଶ ନିମନ୍ତେ ଚିହ୍ନିତ ୬୫ଟି ଲାଇଟ୍ ହାଉସ୍ର ରାଜ୍ୟ ସ୍ତରୀୟ ସୂଚୀ
Sl.No
|
State
|
Name of Lighthouse
|
i
|
Gujarat
|
- Mandvi Lighthouse
- Rawalpir Lighthouse
- Samiyani Lighthouse
- Okha Lighthouse
- Kachhigarh Lighthouse
- Porbandar Lighthouse
- Mangrol Lighthouse
- Jaffrabad Lighthouse
- Jegri Lighthouse
- Alang Lighthouse
- Piram Island Lighthouse
- Hazira Lighthouse
- Valsad Khadi Lighthouse
|
ii
|
Tamil Nadu
|
- Kanniyakumari Lighthouse
- KuthankuliIghthouse
- Manappad Lighthouse
- Kilakkarai Lighthouse
- Dhanuskodi Lighthouse
- Pamban Lighthouse
- Mallipattinam Lighthouse
- Kodikkarai Lighthouse
- Nagapattinam Lighthouse
- Poompohar Lighthouse
- Pulicat Lighthouse
|
iii
|
Kerala
|
- Kannur Lighthouse
- Ponnani Lighthouse
- Chetwai Lighthouse
- Vypin Lighthouse
- Manakkodam Lighthouse
- Alappuzha Lighthouse
- Valiyazhikkal Lighthouse
- ThangesseriPoint Lighthouse
- Anjengo Lighthouse
- Vizhinjam Lighthouse
|
iv
|
Andhra Pradesh*
|
- Ramayapatnam Lighthouse
- Machilipatnam Lighthouse
- Antervedi Lighthouse
- Sacramento Lighthouse
- Vakalpudi Lighthouse
- Santapalli Lighthouse
- Kalingapatnam Lighthouse
- Baruva Lighthouse
- Dolphin Nose Lighthouse
|
v
|
Maharashtra
|
- Uttan Point Lighthouse
- Korlai Fort Lighthouse
- Jaigarh Lighthouse
- Ratnagiri Lighthouse
- Vengurla Point Lighthouse
|
vi
|
Karnataka
|
- Oyster Rock Lighthouse
- Tadri Lighthouse
- Bhatkal Lighthouse
- Kaup Lighthouse
- Surathkal Lighthouse
|
vii
|
Odisha
|
- Gopalpur Lighthouse
- Puri Lighthouse
- Chandrabhaga Lighthouse
- Paradip Lighthouse
- False Point Lighthouse
|
viii
|
West Bengal
|
- Tajpur Lighthouse
- Dariyapur Lighthouse
- Sagar Island Lighthouse
|
ix
|
Andaman & Nicobar Islands
|
- North Point Lighthouse
- Port Cornwallis Lighthouse
|
x
|
Lakshadweep Islands
|
- Minicoy Lighthouse
|
xi
|
Goa
|
- Aguada Lighthouse
|
* One Lighthouse viz. Dolphin Nose Lighthouse has been dropped due to security reasons.
|
ଏ ସମ୍ପର୍କରେ କେନ୍ଦ୍ର ବନ୍ଦର ଏବଂ ଜଳପଥ ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲ ଲୋକସଭାରେ ଏକ ଲିଖିତ ଉତ୍ତରରେ ସୂଚିତ କରିଛନ୍ତି ।
*****
SSP
(Release ID: 1882215)