ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
୨୦୨୩-୨୦୨୪ କେନ୍ଦ୍ରୀୟ ବଜେଟ୍ ପାଇଁ ମତାମତ ଏବଂ ପରାମର୍ଶ ଆମନ୍ତ୍ରଣ କରିଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
28 NOV 2022 1:10PM by PIB Bhubaneswar
ପ୍ରଧାନମନ୍ତ୍ରୀ କେନ୍ଦ୍ର ବଜେଟ୍ ୨୦୨୩-୨୦୨୪ ପାଇଁ ମତାମତ ଏବଂ ପରାମର୍ଶ ଦେବା ପାଇଁ ନାଗରିକମାନଙ୍କୁ ନିବେଦନ କରିଛନ୍ତି ।
କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ର୍ନିମଳା ସୀତାରମଣଙ୍କ ଏକ ଟୁଇଟର ଜବାବ ଦେଇ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
“ତୁମର ଅନ୍ତର୍ନିହିତ ବିଚାରକୁ ସେୟାର କର ।”
HS
(ରିଲିଜ ଆଡି: 1879960)
ପରିଦର୍ଶକ କାଉଣ୍ଟର : 111
ଏହି ରିଲିଜ ପଢନ୍ତୁ :
Malayalam
,
Kannada
,
Tamil
,
English
,
Urdu
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Telugu