ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
azadi ka amrit mahotsav

ଅନୁରାଗ ସିଂହ ଠାକୁରଙ୍କୁ ଭେଟିଲେ ଅଷ୍ଟ୍ରେଲିଆର ସହକାରୀ ବୈଦେଶିକ ବ୍ୟାପାର ମନ୍ତ୍ରୀ

प्रविष्टि तिथि: 19 NOV 2022 3:04PM by PIB Bhubaneswar

ଅଷ୍ଟ୍ରେଲିଆର ସହକାରୀ ବୈଦେଶିକ ବ୍ୟାପାର ମନ୍ତ୍ରୀ ମାନ୍ୟବର ଶ୍ରୀ ଟିମ୍ ୱାଟସ୍ ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ର ଯୁବ ବ୍ୟାପାର, କ୍ରୀଡ଼ା, ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁରଙ୍କୁ ସାକ୍ଷାତ କରିଛନ୍ତି

ଅତିଥିମାନଙ୍କ ମଧ୍ୟରେ ଉଚ୍ଚାୟୁକ୍ତ ଶ୍ରୀ ବେରୀ ଓ’ ଫାରେଲ ଏଓ, ସହାୟକ ମନ୍ତ୍ରୀ ଶ୍ରୀ ଲୁଇସା ବୋକନର, ଅଷ୍ଟ୍ରେଲୀୟ ଉଚ୍ଚାୟୁକ୍ତର ଦ୍ବିତୀୟ ସଚିବ (ରାଜନୈତିକ) ଶ୍ରୀ ଜ୍ୟାକ୍‌ ଟେଲର ଉପସ୍ଥିତ ଥିଲେ ।

******

HS/PS


(रिलीज़ आईडी: 1877342) आगंतुक पटल : 179
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Tamil , Telugu