ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ମହା ନବମୀ ଅବସରରେ ମା ସିଦ୍ଧିଦାତ୍ରୀଙ୍କୁ ପ୍ରାର୍ଥନା କରିଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
04 OCT 2022 9:01AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନବରାତ୍ରୀ ସମୟରେ ମହା ନବମୀ ଅବସରରେ ମା ସିଦ୍ଧିଦାତ୍ରୀଙ୍କୁ ପ୍ରାର୍ଥନା କରିଛନ୍ତି ଏବଂ ସମସ୍ତଙ୍କ ଜୀବନରେ ସଫଳତା ପାଇଁ ଆଶୀର୍ବାଦ ଲୋଡିଛନ୍ତି । ଶ୍ରୀ ମୋଦୀ ମଧ୍ୟ ମା ସିଦ୍ଧିଦାତ୍ରୀଙ୍କ ପ୍ରାର୍ଥନା (ସ୍ତୁତି) ସେୟାର କରିଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ବିଶ୍ୱକତ୍ରୀ ବିଶ୍ୱଭତ୍ରୀ ବିଶ୍ୱହତ୍ରୀ ବିଶ୍ୱପିତା ।
ବିଶ୍ୱର୍ଚ୍ଚିତା ବିଶ୍ୱାତିତା ସିଦ୍ଧିଦାତ୍ରୀ ନମୋସ୍ତୁ ତେ ।
ନବରାତ୍ରୀର ମହାନାବମୀ ମାତା ସିଦ୍ଧିଦାତ୍ରୀଙ୍କୁ ସମର୍ପିତ । ତାଙ୍କରି କୃପାରେ ସମସ୍ତଙ୍କ ଜୀବନରେ ସଫଳତା ଏବଂ ସୁଖ ହାସଲ କରିବା ସହିତ ତୁମେ ସମସ୍ତେ କର୍ତ୍ତବ୍ୟର ପଥରେ ଚାଲିବା ପାଇଁ ପ୍ରେରଣା ପ୍ରାପ୍ତ କର । ହାର୍ଦ୍ଦିକ ଅଭିନନ୍ଦନ!”
HS
(ରିଲିଜ ଆଡି: 1865131)
ପରିଦର୍ଶକ କାଉଣ୍ଟର : 170
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam