ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ
azadi ka amrit mahotsav

କେନ୍ଦ୍ର ସରକାର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟକୁ ଉଚ୍ଛେଦ କରିବାର ସମ୍ଭାବନା ଥିବା ରିପୋର୍ଟ ମିଥ୍ୟା ଏବଂ ତଥ୍ୟର ବିପରୀତ ଅଟେ

ପୋଷ୍ଟ କରାଯିବା ଦିନାଙ୍କ: 03 OCT 2022 4:57PM by PIB Bhubaneswar

ଗଣମାଧ୍ୟମର କିଛି ବିଭାଗରେ ଖବର ଆସିଛି ଯେ କେନ୍ଦ୍ର ସରକାର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟକୁ ଉଚ୍ଛେଦ କରିବାର ସମ୍ଭାବନା ରହିଛି ଏହି ରିପୋର୍ଟଗୁଡିକ ମିଥ୍ୟା ଏବଂ ତଥ୍ୟର ବିପରୀତ ଅଟେ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ଏହି ରିପୋର୍ଟକୁ ଖଣ୍ଡନ କରିଛି

HS


(ରିଲିଜ ଆଡି: 1864865) ପରିଦର୍ଶକ କାଉଣ୍ଟର : 189