ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସ୍ବାଧୀନତାର ୭୫ତମ ବର୍ଷରେ ରାମସାର କ୍ଷେତ୍ର ସଂଖ୍ୟା ୭୫ରେ ପହଞ୍ଚିଲା
ଆଉ ୧୧ଟି ଆର୍ଦ୍ରଭୂମିକୁ ରାମସାର କ୍ଷେତ୍ର ତାଲିକାରେ ସାମିଲ କଲେ ଭାରତ ସରକାର
ଆର୍ଦ୍ରଭୂମି ମାନ୍ୟତା ପାଇଲା ଓଡ଼ିଶାର ତାମ୍ପରା ହ୍ରଦ, ହୀରାକୁଦ ଜଳଭଣ୍ଡାର ଏବଂ ଅଂଶୁପା ହ୍ରଦ
Posted On:
13 AUG 2022 6:27PM by PIB Bhubaneshwar
ସ୍ବାଧୀନତାର ୭୫ତମ ବର୍ଷରେ ଭାରତ ସରକାର ଆଉ ୧୧ଟି ଆର୍ଦ୍ରଭୂମିକୁ ରାମସାର କ୍ଷେତ୍ର ତାଲିକାରେ ସାମିଲ କରିଛନ୍ତି, ଫଳରେ ଦେଶରେ ମୋଟ୍ ରାମସାର କ୍ଷେତ୍ରର କ୍ଷେତ୍ରଫଳ ୧୩,୨୬,୬୭୭ରେ ପହଞ୍ଚିଛି । ଏଥିରେ ଓଡ଼ିଶାର ୩ଟି ଆର୍ଦ୍ରଭୂମି ସାମିଲ ରହିଛି । ଏଗୁଡ଼ିକ ହେଲା ଗଞ୍ଜାମ ଜିଲ୍ଲାର ତାମ୍ପରା ହ୍ରଦ, ସମ୍ବଲପୁର ଜିଲ୍ଲାରେ ଥିବା ହୀରାକୁଦ ଜଳଭଣ୍ଡାର ଏବଂ କଟକ ଜିଲ୍ଲାରେ ଥିବା ଅଂଶୁପା ହ୍ରଦ ।
ରାମସାର ତାଲିକାରେ ନୂଆ କରି ସାମିଲ ହୋଇଥିବା ୧୧ଟି ଆର୍ଦ୍ରଭୂମି ମଧ୍ୟରେ ତାମିଲନାଡ଼ୁର ୪ଟି, ଓଡ଼ିଶାର ୩ଟି ଏବଂ ଜମ୍ମୁ ଓ କଶ୍ମୀରର ଦୁଇଟି କ୍ଷେତ୍ର ସାମିଲ ରହିଛି । ସେହିପରି ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରର ଗୋଟିଏ ଲେଖାଏଁ କ୍ଷେତ୍ର ସାମିଲ ରହିଛି । ରାମସାର ତାଲିକାରେ ସାମିଲ ହେବା ପରେ ଏସବୁ ଆର୍ଦ୍ରଭୂମିର ସଂରକ୍ଷଣ ଓ ପରିଚାଳନା ସମେତ ସମ୍ପଦର ସୁବିନିଯୋଗ ସମ୍ଭବ ହୋଇପାରିବ ।
୧୯୭୧ ମସିହାରେ ଇରାନର ରାମସାର ଠାରେ ସ୍ବାକ୍ଷରିତ ହୋଇଥିବା ରାମସାର ସମ୍ମିଳନୀରେ ଭାରତ ଅନ୍ୟତମ ଚୁକ୍ତିବଦ୍ଧ ରାଷ୍ଟ୍ର ଭାବେ ସାମିଲ ହୋଇଛି । ଭାରତ ୧ ଫେବୃଆରୀ ୧୯୮୨ରେ ରାମସାର ରାଜିନାମରେ ସ୍ବାକ୍ଷର କରିଥିଲା । ୧୯୮୨ରୁ ୨୦୧୩ ମଧ୍ୟରେ ମୋଟ୍ ୨୬ଟି କ୍ଷେତ୍ରକୁ ରାମସାର କ୍ଷେତ୍ର ତାଲିକାରେ ସାମିଲ କରାଯାଇଥିଲା । ତେବେ ୨୦୧୪ରୁ ୨୦୨୨ ମଧ୍ୟରେ ଦେଶ ୪୯ଟି ଆର୍ଦ୍ରଭୂମିକୁ ରାମସାର କ୍ଷେତ୍ର ତାଲିକାରେ ସାମିଲ କରିଛି ।
ଚଳିତ ବର୍ଷ (୨୦୨୨)ରେ କେବଳ ୨୮ଟି ଆର୍ଦ୍ରଭୂମିକୁ ରାମସାର କ୍ଷେତ୍ର ଭାବେ ଘୋଷଣା କରାଯାଇଛି । ଚଳିତ ବର୍ଷ ୧୯ଟି ଆର୍ଦ୍ରଭୂମିକୁ ରାମସାର ପ୍ରମାଣପତ୍ର ପ୍ରଦାନ କରାଯାଇଥିବା ବେଳେ ୨୦୨୧ରେ ୧୪ଟି କ୍ଷେତ୍ରକୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।
ତାମିଲନାଡ଼ୁରେ ସର୍ବାଧିକ ୧୪ଟି ରାମସାର କ୍ଷେତ୍ର ଥିବା ବେଳେ ୧୦ଟି ରାମସାର କ୍ଷେତ୍ର ସହ ଉତ୍ତର ପ୍ରଦେଶ ଦ୍ବିତୀୟ ସ୍ଥାନରେ ରହିଛି ।
ନୂଆ କରି ରାମସାର ମାନ୍ୟତା ଲାଭ କରିଥିବା ୧୧ଟି ଆର୍ଦ୍ରଭୂମିର ବିବରଣୀ ନିମ୍ନରେ ଦିଆଗଲା
କ୍ରଂ ସଂ
|
ଆର୍ଦ୍ରଭୂମିର ନାମ
|
କ୍ଷେତ୍ରଫଳ ହେକ୍ଟରରେ
|
ରାଜ୍ୟ
|
-
|
ତାମ୍ପରା ହ୍ରଦ
|
300
|
ଓଡ଼ିଶା
|
-
|
ହୀରାକୁଦ ଜଳଭଣ୍ଡାର
|
65400
|
-
|
ଅଂଶୁପା ହ୍ରଦ
|
231
|
-
|
ଯଶୱନ୍ତ ସାଗାର
|
822.90
|
ମଧ୍ୟପ୍ରଦେଶ
|
-
|
ଚିତ୍ରଙ୍ଗୁଡ଼ି ପକ୍ଷୀ ଅଭୟାରଣ୍ୟ
|
260.47
|
ତାମିଲନାଡ଼ୁ
|
-
|
ସୁଚିନ୍ଦ୍ରମ ତେରୁର ଆର୍ଦ୍ରଭୂମି ପରିସର
|
94.23
|
-
|
ବଦୁଭୂର ପକ୍ଷୀ ଅଭୟାରଣ୍ୟ
|
112.64
|
-
|
କଞ୍ଜିରଙ୍କୁଲମ ପକ୍ଷୀ ଅଭୟାରଣ୍ୟ
|
96.89
|
-
|
ଥାନେ କ୍ରିକ୍
|
6521.08
|
ମହାରାଷ୍ଟ୍ର
|
-
|
ହାଇଗମ ଆଦ୍ରର୍ଭୂମି ସଂରକ୍ଷଣ ଅଭୟାରଣ୍ୟ
|
801.82
|
ଜମ୍ମୁ ଓ କଶ୍ମୀର
|
-
|
ଶାଲବଗ ଆର୍ଦ୍ରଭୂମି ସଂରକ୍ଷଣ ଅଭୟାରଣ୍ୟ
|
1675
|
|
୧୧ଟି ରାମସାର କ୍ଷେତ୍ରର ମୋଟ୍ କ୍ଷେତ୍ରଫଳ
|
76316
|
|
୭୫ଟି ରାମସାର କ୍ଷେତ୍ରର ବର୍ଷୱାରୀ ମାନ୍ୟତା
କ୍ରଂସଂଖ୍ୟା
|
ମାନ୍ୟତା ବର୍ଷ
|
ମାନ୍ୟତା ପ୍ରାପ୍ତ କ୍ଷେତ୍ର ସଂଖ୍ୟା
(ମାନ୍ୟତା ତାରିଖ ଅନୁଯାୟୀ)
|
2013 ପର୍ଯ୍ୟନ୍ତ ମାନ୍ୟତାପ୍ରାପ୍ତ କ୍ଷେତ୍ର ଏବଂ ୨୦୧୪ ପରେ ଏବେ ସୁଦ୍ଧା
|
ସାମିଲ କ୍ଷେତ୍ର ସଂଖ୍ୟା ହେକ୍ଟରରେ
|
1
|
1981
|
2
|
26
(1981 to 2013)
|
633871
|
2
|
1990
|
4
|
3
|
2002
|
13
|
4
|
2005
|
6
|
5
|
2012
|
1
|
6
|
2019
|
11
|
49
(2014 to 2022)
|
692807
|
7
|
2020
|
5
|
8
|
2021
|
14
|
9
|
2022
|
19
|
|
Total
|
75
|
75
|
1326678
|
୧୧ଟି ନୂଆ ରାମସାର କ୍ଷେତ୍ରର ବିବରଣୀ ନିମ୍ନରେ ଦିଆଗଲା
1. Tampara Lake:
Tampara Lake is among the most prominent freshwater lakes in the State of Odisha situated in Ganjam district. The depression on the ground gradually filled with rainwater from catchment flow and was called “Tamp” by the British and subsequently termed “Tampra” by the locals. The wetland supports at least 60 species of birds, 46 species of fishes, at least 48 species of phytoplanktons, and more than seven species of terrestrial plants and macrophytes. The wetland is an important habitat for vulnerable species such as Cyprinus carpio, common pochard (Aythya ferina), and river tern (Sterna aurantia). With an estimated average fish yield of 12 tonnes per year, the wetland is an important source of livelihood for the local communities. Along with fishes the wetland also provides provisioning services like water for agriculture, and domestic use and is a well-known tourism and recreation site.
Birds above the wetland
Wetland surface Adjacent vegetation
2. Hirakud Reservoir
Hirakud Reservoir, the largest earthen dam in Odisha started operating in 1957. The reservoir to support a range of floral and faunal species, including several of high conservation significance. Out of the known 54 species of fish from the reservoir, one has been classed as being endangered, six near threatened and 21 fish species of economic importance. Fisheries presently yield a catch of around 480 MT of fish annually and is the mainstay of livelihoods of 7,000 fisher households. Similarly, over 130 bird species have been recorded at this site, out of which 20 species are of high conservation significance. The reservoir is a source of water for producing around 300 MW of hydropower and irrigating 436,000 ha of cultural command area. The wetland also provides important hydrological services by moderating floods in the Mahanadi delta, the ecological and socio-economic hub of the east coast of India. Hirakud reservoir supports abundant tourism, and forms an integral part of the high touristic value sites located around Sambalpur with over 30,000 tourists annually visiting the site.
Hirakud Reservoir Migratory Birds
Waterbirds _ Hirakud Reservoir Landscape
3. Ansupa Lake
Ansupa Lake is the largest freshwater lake of Odisha situated in Banki sub-division of Cuttack district and has its fame from time immemorial for its scenic beauty, biodiversity, and natural resources. The wetland is an oxbow lake formed by River Mahanadi and is spread over an area of 231 ha. The wetland is home to at least 194 species of birds, 61 species of fishes and 26 species of mammals in addition to 244 species of macrophytes. The wetland provides a safe habitat to at least three threatened bird species- Rynchops albicollis (EN), Sterna acuticauda (EN) and Sterna aurantia (VU) and three threatened fish species- Clarias magur (Clariidae) (EN), Cyprinus carpio (Cyprinidae) (VU) and Wallago attu (VU). Ansupa lake sustains the freshwater demands of the surrounding areas and also supports the livelihood of the local communities through fisheries and agriculture. The wetland has immense recreational and tourism potential as it is a major wintering ground for migratory birds and is also known for its scenic beauty.
A view of Ansupa Lake A view of Ansupa Lake
Migratory ducks in Ansupa Lake
***
(Release ID: 1851571)
Visitor Counter : 345