ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସିଡବ୍ଲ୍ୟୁଜି ୨୦୨୨ ରେ ୬୨ କିଲୋଗ୍ରାମ କୁସ୍ତିରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ସାକ୍ଷୀ ମଲିକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

Posted On: 08 AUG 2022 3:43PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡାରେ ୬୨ କିଲୋଗ୍ରାମ କୁସ୍ତିରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ସାକ୍ଷୀ ମଲିକଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ପ୍ରଧାନମନ୍ତ୍ରୀ ଟୁଇଟ୍କରିଛନ୍ତି;

ଆମର ଆଥଲେଟମାନେ ସିଡବ୍ଲ୍ୟୁଜି ବର୍ମିଂହାମରେ ଆମକୁ ଗର୍ବିତ କରିଚାଲିଛନ୍ତି   ସାକ୍ଷୀ ମଲିକଙ୍କ ଉଲ୍ଲେଖନୀୟ ଖେଳ ପ୍ରଦର୍ଶନ ଦ୍ୱାରା ଆନନ୍ଦିତ ସମ୍ମାନଜନକ ସ୍ୱର୍ଣ୍ଣ ପଦକ ଜିତିବା ପାଇଁ ମୁଁ ତାଙ୍କୁ ଅଭିନନ୍ଦନ ଜଣାଉଛି ସେ ପ୍ରତିଭାର ଏକ ଶକ୍ତି ଏବଂ ଉଲ୍ଲେଖନୀୟ ସ୍ଥିରତା ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହୋଇଛନ୍ତି

HS



(Release ID: 1849827) Visitor Counter : 123