ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସ୍ୱାଧୀନତା ସଂଗ୍ରାମୀ ମଙ୍ଗଲ ପାଣ୍ଡେଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 19 JUL 2022 11:35AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱାଧୀନତା ସଂଗ୍ରାମୀ ମଙ୍ଗଲ ପାଣ୍ଡେଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

“ମହାନ ମଙ୍ଗଲ ପାଣ୍ଡେ ସାହସ ଏବଂ ନିଷ୍ଠାର ପ୍ରତୀକ ଅଟନ୍ତି । ସେ ଆମ ଇତିହାସର ଏକ ଗୁରୁôତ୍ୱପୂର୍ଣ୍ଣ ଅବସ୍ଥାରେ ଦେଶପ୍ରେମର ଭାବନାକୁ ପ୍ରଜ୍ୱଳିତ କରି ଅଗଣିତ ଲୋକଙ୍କୁ ପ୍ରେରଣା ଦେଇଥିଲେ । ତାଙ୍କ ଜନ୍ମ ବାର୍ଷିକୀରେ ତାଙ୍କୁ ମନେ ପକାଇଛି । ଚଳିତ ବର୍ଷ ପ୍ରାରମ୍ଭରେ ମିରଟରେ ତାଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲି ।”

HS


(ରିଲିଜ ଆଡି: 1842616) ପରିଦର୍ଶକ କାଉଣ୍ଟର : 238