ଉପରାଷ୍ଟ୍ରପତିଙ୍କ ସଚିବାଳୟ

ରଥ ଯାତ୍ରା ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଉପରାଷ୍ଟ୍ରପତି

Posted On: 30 JUN 2022 4:19PM by PIB Bhubaneshwar

ଉପରାଷ୍ଟ୍ରପତି ଶ୍ରୀ ଏମ ଭେଙ୍କୟା ନାଇଡୁ ରଥ ଯାତ୍ରା ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ତାଙ୍କ ବାର୍ତ୍ତାର ସମ୍ପୂର୍ଣ୍ଣ ପାଠ ନିମ୍ନରେ ଦିଅ ଯାଇଛି -

ରଥଯାତ୍ରାର ଶୁଭ ଅବସରରେ ଆମ ଦେଶର ଲୋକମାନଙ୍କୁ ମୁଁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା ଜଣାଉଛି

ଭଗବାନ ବିଷ୍ଣୁଙ୍କ ଅବତାର ବୋଲି ବିବେଚନା କରାଯାଉଥିବା ପ୍ରଭୁ ଜଗନ୍ନାଥଙ୍କ ବାର୍ଷିକ ଯାତ୍ରାକୁ ଚିତ୍ରଣ କରୁଥିବା ଓଡ଼ିଶାର ରଥ ଯାତ୍ରା ପ୍ରଭୁଙ୍କ କୃପା ଏବଂ ଈଶ୍ୱରୀୟ ଉତ୍ସବରେ ସମସ୍ତ ସମ୍ପ୍ରଦାୟ ଏକତ୍ରିତ ହେବାର ସାକ୍ଷୀ ଅଟେ ରଥ ଯାତ୍ରାରେ ଯୋଗ ଦେଉଥିବା ଭକ୍ତମାନେ ପ୍ରଭୁ ଜଗନ୍ନାଥଙ୍କ ରଥ ଟାଣିବା ସେମାନଙ୍କର ଆଶୀର୍ବାଦ ବୋଲି ବିବେଚନା କରନ୍ତି ରଥ ଯାତ୍ରାର ଗୌରବ ଏବଂ ମହିମା ବାସ୍ତବରେ ଅତୁଳନୀୟ

ରଥ ଯାତ୍ରା ସହିତ ଜଡିତ ଧାର୍ମିକ ତଥା ଉତ୍ତମ ଆଦର୍ଶ ଆମ ଜୀବନକୁ ଶାନ୍ତି ଏବଂ ସୌହାର୍ଦ୍ଦ୍ୟରେ ସମୃଦ୍ଧ କରୁ

ବାର୍ତ୍ତାର ହିନ୍ଦୀ ସଂସ୍କରଣ ନିମ୍ନରେ ଦିଆଯାଇଛି:

HS

(Release ID: 1838352) Visitor Counter : 168