ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଜି୭ ଶିଖର ସମ୍ମିଳନୀ ଅବସରରେ କାନାଡାର ପ୍ରଧାନମନ୍ତ୍ରୀଙ୍କ ସହ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 28 JUN 2022 7:59AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୭ ଜୁନ୍୨୦୨୨ ରେ ଜମାନୀର ସ୍ଲୋସ୍ଏଲାମୁ ଠାରେ ଜି- ସମ୍ମିଳନୀ ଅବସରରେ କାନାଡାର ପ୍ରଧାନମନ୍ତ୍ରୀ ମାନ୍ୟବର ଶ୍ରୀ ଜଷ୍ଟିନ ଟ୍ରୁଡେୟୁଙ୍କ ସହ ବୈଠକ କରିଛନ୍ତି

ସହଭାଗୀ ମୂଲ୍ୟବୋଧ ସହିତ ଦୃଢ ଗଣତାନ୍ତ୍ରିକ ରାଷ୍ଟ୍ରର ନେତା ଭାବରେ ସେମାନଙ୍କର ଏକ ଫଳପ୍ରଦ ବୈଠକ ହୋଇଥିଲା ଯେଉଁଥିରେ ସେମାନେ ଭାରତ-କାନାଡା ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଆଲୋଚନା କରିଥିଲେ ଏବଂ ବାଣିଜ୍ୟ ଏବଂ ଅର୍ଥନୈତିକ ସମ୍ପର୍କ, ସୁରକ୍ଷା ତଥା ଆତଙ୍କବାଦ ବିରୋଧୀ ସହଯୋଗ ତଥା ଲୋକଙ୍କ ସହ ସମ୍ପର୍କକୁ ଆହୁରି ମଜବୁତ କରିବାକୁ ସହମତ ହୋଇଥିଲେ

ସେମାନେ ମଧ୍ୟ ପାରସ୍ପରିକ ଆଗ୍ରହର ସହ ବିଶ୍ୱ ତଥା ଆଞ୍ଚଳିକ ପ୍ରସଙ୍ଗ ଉପରେ ମତ ବିନିମୟ କରିଥିଲେ

HS


(रिलीज़ आईडी: 1837768) आगंतुक पटल : 156
इस विज्ञप्ति को इन भाषाओं में पढ़ें: Gujarati , English , Urdu , Marathi , हिन्दी , Manipuri , Bengali , Assamese , Punjabi , Tamil , Telugu , Kannada , Malayalam