ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଗତ ମାସର ମନ୍ କି ବାତ୍‍ କାର୍ଯ୍ୟକ୍ରମର ପ୍ରମୁଖ ବିଷୟଗୁଡିକୁ ଏକତ୍ର କରି ଇ-ବୁକ୍ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

Posted On: 25 JUN 2022 7:19PM by PIB Bhubaneshwar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତ ମାସର ମନ କି ବାତ୍‍ କାର୍ଯ୍ୟକ୍ରମର ମୁଖ୍ୟ ବିଷୟବସ୍ତୁ ଏବଂ ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା ଲିଖିତ ଅନ୍ତର୍ନିହିତ ପ୍ରବନ୍ଧଗୁଡ଼ିକୁ ଏକତ୍ର କରି ଏକ ଇ-ବୁକ୍ ସେୟାର କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

“ଏଠାରେ ଏକ ମଜାଦାର ଇ-ବୁକ୍ ଅଛି ଯାହା ଗତ ମାସର ମନ୍‍ କି ବାତ୍‍ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ହୋଇଛି ଏବଂ ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା ଲିଖିତ ଅନ୍ତର୍ନିହିତ ପ୍ରବନ୍ଧଗୁଡିକ ଏକତ୍ର କରାଯାଇଛି ।”

HS



(Release ID: 1837058) Visitor Counter : 116