ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପୁଣେରେ ସନ୍ଥ ତୁକାରାମ ଜୀଙ୍କୁ ପ୍ରଣାମ କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 14 JUN 2022 2:26PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୁଣେରେ ସନ୍ଥ ତୁକାରାମ ଜୀଙ୍କୁ ପ୍ରଣାମ କରିଛନ୍ତି ଶ୍ରୀ ମୋଦୀ କହିଛନ୍ତି ଯେ ସନ୍ଥ ତୁକାରାମଙ୍କ ଆଦର୍ଶ ଅନେକ ଲୋକଙ୍କୁ ଉତ୍ସାହିତ କରିଥାଏ ଏବଂ ଆମକୁ ଅନ୍ୟମାନଙ୍କର ସେବା କରିବା ଏବଂ ଦୟାଳୁ ସମାଜ ପ୍ରତିପୋଷଣ ପାଇଁ ପ୍ରେରଣା ଯୋଗାଇଥାଏ

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟୁଇଟ୍କରିଛି;

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୁଣେରେ ସନ୍ଥ ତୁକାରାମ ଜୀଙ୍କୁ ପ୍ରଣାମ କରିଛନ୍ତି ସନ୍ଥ ତୁକାରାମଙ୍କ ଆଦର୍ଶ ଅନେକ ଲୋକଙ୍କୁ ଉତ୍ସାହିତ କରିଥାଏ ସେ ଆମକୁ ଅନ୍ୟମାନଙ୍କର ସେବା କରିବା ଏବଂ ଦୟାଳୁ ସମାଜ ପ୍ରତିପୋଷଣ କରିବା ପାଇଁ ପ୍ରେରଣା ଦିଅନ୍ତି

HS


(ରିଲିଜ ଆଡି: 1833864) ପରିଦର୍ଶକ କାଉଣ୍ଟର : 163