ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଯୋଗ ଆର୍ନ୍ତଜାତୀୟ ସ୍ତରରେ ଅତୁଳନୀୟ ଲୋକପ୍ରିୟତା ହାସଲ କରୁଛି: ପ୍ରଧାନମନ୍ତ୍ରୀ


ଯୋଗ ବିଭିନ୍ନ ବର୍ଗର ଲୋକଙ୍କ ଜୀବନର ଚଲାପଥକୁ ସାହାଯ୍ୟ କରୁଛି

प्रविष्टि तिथि: 13 JUN 2022 11:13AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଯୋଗ ଆର୍ନ୍ତଜାତୀୟ ସ୍ତରରେ ବହୁ ଲୋକପ୍ରିୟତା ହାସଲ କରିଛି ସେ ଏହା ମଧ୍ୟ କହିଛନ୍ତି ଯେ ନେତା, ସିଇଓ, କ୍ରୀଡାବିତ୍ଏବଂ ଅଭିନେତାଙ୍କ ସମେତ ବିଭିନ୍ନ ବର୍ଗର ଲୋକମାନେ ନିୟମିତ ଭାବରେ ଯୋଗ ଅଭ୍ୟାସ କରନ୍ତି ଯୋଗ ଉପରେ ଶ୍ରୀ ମୋଦୀ ଏକ ଭିଡିଓ ସେୟାର କରିଛନ୍ତି

  ପ୍ରଧାନମନ୍ତ୍ରୀ ଟୁଇଟ୍କରିଛନ୍ତି;

ଗତ କିଛି ବର୍ଷ ମଧ୍ୟରେ ଯୋଗ ଆର୍ନ୍ତଜାତୀୟ ସ୍ତରରେ ଅତୁଳନୀୟ ଲୋକପ୍ରିୟତା ହାସଲ କରିଛି ନେତା, ସିଇଓ, କ୍ରୀଡ଼ାବିତ୍ତଥା ଅଭିନେତାଙ୍କ ସମେତ ବିଭିନ୍ନ ବର୍ଗର ଲୋକମାନେ ନିୟମିତ ଭାବରେ ଯୋଗ ଅଭ୍ୟାସ କରନ୍ତି ଏବଂ ଏହା ସେମାନଙ୍କୁ କିପରି ସାହାଯ୍ୟ କରିଛି ସେ ବିଷୟରେ ଆଲୋଚନା କରୁଛନ୍ତି

HS


(रिलीज़ आईडी: 1833454) आगंतुक पटल : 169
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Bengali , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam