ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଉତ୍ତର ପ୍ରଦେଶର ହାପୁର ଠାରେ ରାସାୟନିକ କାରଖାନା ଦୁର୍ଘଟଣାଜନିତ ପ୍ରାଣହାନୀରେ ପ୍ରଧାନମନ୍ତ୍ରୀଙ୍କ ଶୋକ ବ୍ୟକ୍ତ
Posted On:
04 JUN 2022 6:55PM by PIB Bhubaneshwar
ଉତ୍ତର ପ୍ରଦେଶର ହାପୁର ଠାରେ ଏକ ରାସାୟନିକ କାରଖାନାରେ ଦୁର୍ଘଟଣା ଯୋଗୁଁ ହୋଇଥିବା ପ୍ରାଣହାନୀ ଯୋଗୁଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି;
“ଉତ୍ତର ପ୍ରଦେଶର ହାପୁର ଠାରେ ରାସାୟନିକ କାରଖାନାରେ ହୋଇଥିବା ଦୁର୍ଘଟଣା ବେଶ ହୃଦୟ ବିଦାରକ । ଏଥିରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ପରିଜନଙ୍କୁ ସମବେଦନା ଜଣାଉଛି । ଆହତଙ୍କ ଚିକିତ୍ସା ଓ ଯଥାସମ୍ଭବ ସହାୟତା ପାଇଁ ରାଜ୍ୟ ସରକାର ତତ୍ପରତାର ସହ ଉଦ୍ୟମ କରୁଛନ୍ତି: PM”
SR
(Release ID: 1831197)
Visitor Counter : 147
Read this release in:
Malayalam
,
English
,
Urdu
,
Marathi
,
Hindi
,
Assamese
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada