ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
କୋଭିଡ-୧୯: ସଦ୍ୟତମ ସ୍ଥିତି
ପୋଷ୍ଟ କରାଯିବା ଦିନାଙ୍କ:
27 MAR 2022 9:15AM by PIB Bhubaneshwar
କୋଭିଡ ନିୟନ୍ତ୍ରଣ ପାଇଁ ରାଷ୍ଟ୍ରୀୟ ସ୍ତରରେ ଟିକାଦାନ କାର୍ଯ୍ୟକ୍ରମ ଅଧୀନରେ ଏ ପର୍ଯ୍ୟନ୍ତ ୧୮୩.୨୦ କୋଟି ଟିକା ଦିଆଯାଇ ସାରିଲାଣି । ବର୍ତ୍ତମାନ ଦେଶରେ ୧୬,୧୮୭ ଜଣ ସକ୍ରିୟ ରୋଗୀ ଅଛନ୍ତି । ଏହାର ଶତକଡା ହାର ହେଉଛି ୦.୦୪ ଶତାଂଶ । ସେହିପରି ଆରୋଗ୍ୟ ହାର ୯୮.୭୫ ପ୍ରତିଶତ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୮୨୬ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏହାକୁ ମିଶାଇ ମୋଟ ୪,୨୪,୮୨,୨୬୨ ଜଣ ଆରୋଗ୍ୟ ଲାଭ କରିଲେଣି । ଗତ ୨୪ ଘଣ୍ଟା ମଧ୍ୟରେ ୧୪୨୧ ଜଣ ନୂଆ ସଂକ୍ରମିତ ହୋଇଛନ୍ତି । ବର୍ତ୍ତମାନ ଦେଶରେ ଦୈନିକ ସକ୍ରମଣ ହାର ୦.୨୩ ଶତାଂଶ ଏବଂ ସାପ୍ତାହିକ ସଂକ୍ରମଣ ହାର ୦.୨୭ ଶତାଂଶ ରହିଛି । ଗତ ୨୪ ଘଣ୍ଟା ମଧ୍ୟର ୬,୨୦,୨୫୧ଟି ନମୁନା ପରୀକ୍ଷାକୁ ମିଶାଇ ମୋଟ ୭୮୬୯୨୨୯୬୫ଟି ନମୁନା ପରୀକ୍ଷା ହୋଇ ସାରିଲାଣି ।
SSD/DD
(ରିଲିଜ ଆଡି: 1810258)
ପରିଦର୍ଶକ କାଉଣ୍ଟର : 233
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Malayalam