ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
ଦେଶରେ କରୋନାର ସଦସ୍ୟତମ ସ୍ଥିତି
Posted On:
11 MAR 2022 9:29AM by PIB Bhubaneshwar
ଦେଶ କରେନା ବିରୁଦ୍ଧରେ ଏବେ ବି ଲଢୁଛି । ଏ ପର୍ଯ୍ୟନ୍ତ ୧୭୯,୭୨,ଠଠ,୫୧୫ ଡୋଜ୍ କରୋନା ପ୍ରତିଷେଧକ ଟିକା ଦିଆଯାଇ ସାରିଲାଣି । ଗତ ୨୪ ଘଣ୍ଟା ମଧ୍ୟରେ ସମଗ୍ର ଦେଶରେ ଆଜି ସକାଳ ୭ଟା ସୁଦ୍ଧା ୧୬, ଲକ୍ଷ ୭୩ ହଜାର ୫୧୫ ଡୋଜ ଟିକା ଦିଆଯାଇଛି । ସାମଗ୍ରିକ ଭାବେ ଦେଶରେ ଆରୋଗ୍ୟ ହାର ୯୮.୭ଠ ଶତାଂଶ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪,୧୯୪ ଜଣ ନୂଆ ସଂକ୍ରମିତ ହୋଇଥିବା ରେକର୍ଡ କରାଯାଇଛି । ବର୍ତ୍ତମାନ ଦେଶରେ ୪୨,୨୧୯ ଜଣ ସଂକ୍ରମିତ ରହିଥିବା ଜଣାପଡ଼ିଛି। ସାପ୍ତାହିକ ସଂକ୍ରମଣ ସ୍ତର ନିମ୍ନମୁଖୀ ହୋଇ ବର୍ତ୍ତମାନ ଠ.୫୫ ଶତାଂଶ ରହିଛି । ଟିକାଦାନର ସଫଳତା ପାଇଁ ୨,ଠ୯,୭୮,୯୫୯ ଥର ଟିକାଦାନ କାର୍ଯ୍ୟକ୍ରମ ଆୟୋଜିତ ହେଲାଣି ।
ଆଜି ସକାଳ ୭ଟା ସୁଦ୍ଧା ସ୍ୱାସ୍ଥ୍ୟ ଯତ୍ନ କର୍ମୀମାନେ ପ୍ରଥମ ଡୋଜ୍ ଭାବରେ ୧,ଠ୪.ଠ୨,୪୪୬, ଦ୍ୱିତୀୟ ଡୋଜ୍ ଭାବରେ ୯୯,୮୧,୭ଠ୯ ଏବଂ ପ୍ରତିଷେଧକ ଭାବରେ ୪୨,୮୯,୪୯୯ ଡୋଜ୍ ଟିକା ଦେଇ ସାରିଲେଣି । କ୍ଷେତ୍ରସ୍ତରୀୟ କର୍ମୀମାନେ ୧,୮୪,୧୧,୧୬ଠ ପ୍ରଥମ ଡୋଜ୍, ୧,୭୪,୭୨,୧୯୩ ଦ୍ୱିତୀୟ ଡୋଜ୍ ଏବଂ ୬୪,୯୮,୮୬୬ ଡୋଜ୍ ପ୍ରତିଷେଧକମୂଳକ ଭାବରେ ଦେଇଛନ୍ତି ।
୧୫ରୁ ୧୮ ବର୍ଷ ବୟସ ବର୍ଗରେ ୫,୫୭,୨୧,୩୬୩ ପ୍ରଥମ ଡୋଜ୍, ୩,୨୮,୯୪,୭୮୧ ଦ୍ୱିତୀୟ ଡୋଜ୍ ନେଇଛନ୍ତି । ୧୮ରୁ ୪୪ ବର୍ଷ ବୟସ ବର୍ଗରେ ୫୫,୩ଠ,୭୪,୮୭୩ ପ୍ରଥମ ଡୋଜ୍ ଏବଂ ୪୫,୩୩,୫୫,୯୫୩ ଦ୍ୱିତୀୟ ଡୋଜ୍ ଟିକା ନେଇଛନ୍ତି । ୪୫ରୁ ୫୯ ବୟସ ବର୍ଗରେ ୨ଠ,୨୪,୮୩,୪୩୭ ଜଣଙ୍କୁ ପ୍ରଥମ ଡୋଜ୍ ଏବଂ ୧୮,୨୨,୬୭,୩୨୭ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆ ସରିଲାଣି । ୬ଠ ବର୍ଷ ବୟସରୁ ଅଧିକ ବର୍ଗର ୧୨,୬୫,୬୨,୯୨୨ ଜଣଙ୍କୁ ପ୍ରଥମ ଡୋଜ୍, ୧୧,୩୫,୧୬,୮୧୧ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଏବଂ ୧,୦୨,୬୭,୧୭୫ ଜଣଙ୍କୁ ପ୍ରତିଷେଧକ ଟିକା ଦିଆଯାଇ ସାରିଲାଣି ।୨,୧ଠ,୫୫,୫୪ଠ ଜଣଙ୍କ ଦ୍ୱିତୀୟ ଡୋଜ୍ ମିଶାଇ ଗାଏମୋଟ ୧,୭୯,୭୨,ଠଠ,୫୧୫ ଡୋଜ୍ ଟିକା ଦିଆଗଲାଣି । ଗତ ୨୪ ଘଣ୍ଟା ମଧ୍ୟରେ ୬,୨ଠ୮ ଜଣ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ଏହି ସଂଖ୍ୟାକୁ ମିଶାଇ ମହାମାରୀ ଆରମ୍ଭରୁ ଏ ପର୍ଯ୍ୟନ୍ତ ୪,୨୪,୨୬,୩୨୮ ଜଣ ଆରୋଗ୍ୟ ଲାଭ କରିସାରିଲେଣି । ବର୍ତ୍ତମାନ ଭାରତର ସୁସ୍ଥ ହାର ୯୮.୭ଠ ଶତାଂଶ ରହିଛି । ଗତ ୨୪ ଘଣ୍ଟାରେ ୪,୧୯୪ ଜଣ ସଂକ୍ରମିତ ହୋଇଛନ୍ତି । ବର୍ତ୍ତମାନ ସକ୍ରିୟ ରୋଗୀଙ୍କ ସଂଖ୍ୟା ୪୨,୨୧୯ରେ ପହଞ୍ଚô ଠ.୧ଠ ଶତାଂଶ ହାରରେ ଅଛି । ଇତିମଧ୍ୟରେ ନମୁନା ପରୀକ୍ଷା ଦକ୍ଷତା ବୃଦ୍ଧି କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୮,୧୨,୩୬୫ଟି ନମୁନା ପରୀକ୍ଷା କରାଯାଇଛି । ଏ ପର୍ଯ୍ୟନ୍ତ ୭୭,୬୮,୯୪,୮୧୦ଟି ନମୁନା ଗାଏମୋଟ ପରୀକ୍ଷା କରାଗଲାଣି । ବର୍ତ୍ତମାନ ଦୈନିକ ସଂକ୍ରମଣ ହାର ଠ.୫୨ ଶତାଂଶ ଏବଂ ସାପ୍ତାହିକ ସଂକ୍ରମଣ ହାର ଠ.୫୫ ଶତାଂଶ ଅଛି ।
SSD/MB
(Release ID: 1805136)
Read this release in:
Punjabi
,
Telugu
,
English
,
Urdu
,
Marathi
,
Hindi
,
Manipuri
,
Bengali
,
Gujarati
,
Tamil
,
Malayalam