ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
azadi ka amrit mahotsav

ଦେଶରେ କରୋନା ସମ୍ପର୍କିତ ସଦ୍ୟତମ ସ୍ଥିତି

ପୋଷ୍ଟ କରାଯିବା ଦିନାଙ୍କ: 06 MAR 2022 9:28AM by PIB Bhubaneswar

ଦେଶରେ କରେନା ନିୟନ୍ତ୍ରଣ କାର୍ଯ୍ୟକ୍ରମ ଭାବରେ ଟିକାଦାନ ଚାଲିଛି ଦେଶବ୍ୟାପି ଟିକାଦାନ କାର୍ଯ୍ୟକ୍ରମରେ ପର୍ଯ୍ୟନ୍ତ ୧୮୭.୮୩ କୋଟି ଡୋଜ୍ ଟିକା ଦିଆ ସରିଲାଣି ଦେଶରେ ବର୍ତ୍ତମାନ ୫୯ ହଜାର ୪୨୨ ଜଣ ସକ୍ରିୟ ରୋଗୀ ଅଛନ୍ତି ସକ୍ରିୟ ରୋଗୀଙ୍କ ହାର ଶତକଡ଼ା .୧୪ ରହିଛି ଠିକ୍ ସେହିପରି ଆରୋଗ୍ୟ ହାର ୯୮.୬୬ ଶତାଂଶ ରହିଛି

ଗତ ୨୪ ଘଣ୍ଟା ମଧ୍ୟରେ ହଜାର ୭୫୪ ଜଣ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି ଏହି ସଂଖ୍ୟାକୁ ମିଶାଇ ପର୍ଯ୍ୟନ୍ତ ,୨୩,୮୮,୪୭୫ ଜଣ କରୋନାରୁ ସୁସ୍ଥ ହେଲେଣି ଗତ ୨୪ ଘଣ୍ଟା ମଧ୍ୟରେ ହଜାର ୪୭୬ ଜଣ ନୂଆ ସଂକ୍ରମିତ ହୋଇଥିବା ଜଣାପଡ଼ିଛି ବର୍ତ୍ତମାନ ଦେଶର ଦୈନିକ ସଂକ୍ରମଣ ହାର .୬୦ ଶତାଂଶ ରହିଥିବା ସ୍ଥଳେ ସାପ୍ତାହିକ ସଂକ୍ରମଣ ହାର .୭୭ ଶତାଂଶ ରହିଛି

ପର୍ଯ୍ୟନ୍ତ ସାରା ଦେଶରେ ୭୭.୨୮ କୋଟି ନୁମନା ପରୀକ୍ଷା ହୋଇସାରିଲାଣି ଗତ ୨୪ ଘଣ୍ଟା ମଧ୍ୟରେ ଲକ୍ଷ ୦୯ ହଜାର ୯୮୫ଟି ନମୁନା ପରୀକ୍ଷା ହୋଇଛି

 

SSD/MB


(ରିଲିଜ ଆଡି: 1803414) ପରିଦର୍ଶକ କାଉଣ୍ଟର : 213