ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ
azadi ka amrit mahotsav

ଦୁଇ ଚକିଆ ଯାନର ପରିବହନ ପାଇଁ ସର୍ବାଧିକ ତିନି ଡେକ୍ ଥିବା ବଡ଼ ବାହନ ଏବଂ ଟ୍ରେଲର ପାଇଁ ମାର୍ଗଦର୍ଶିକା ଜାରି

ପୋଷ୍ଟ କରାଯିବା ଦିନାଙ୍କ: 27 FEB 2022 10:37AM by PIB Bhubaneshwar

ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ 25 ଫେବୃୟାରୀ 2022 ରେ କେନ୍ଦ୍ରୀୟ ମୋଟର ବାହନ ନିୟମ 1989 ର ନିୟମ 93 ରେ ସଂଶୋଧନ କରିବା ପାଇଁ ଅଧିସୂଚନା ଜାରି କରିଛନ୍ତି ଯାହା ଅନୁସାରେ ଦୁଇ ଚକିଆ ବାହନର ପରିବହନ ପାଇଁ ବଡ଼ ବାହାନ ଏବଂ ଟ୍ରେଲରରେ ସର୍ବାଧିକ ତିନି ଡେକ୍ ରହିପାରିବ ଓ ଭାର ବହନ ସଂରଚନା, ଡ୍ରାଇଭରଙ୍କ କ୍ୟାବିନ ଉପର ପର୍ଯ୍ୟନ୍ତ ଉଠି କରି ରହିନଥିବା ଆବଶ୍ୟକ।

ଏହାଦ୍ବାରା ଦୁଇଚକିଆ ଯାନର ପରିବହନ ପାଇଁ ପରିବହନ କ୍ଷମତା 40-50 ପ୍ରତିଶତ ବଢ଼ିଯିବ।

ବିବରଣୀ ଦେଖିବା ପାଇଁ ଏଠାରେ କ୍ଲିକ କରନ୍ତୁ।

BS


(ରିଲିଜ ଆଡି: 1801624) ପରିଦର୍ଶକ କାଉଣ୍ଟର : 230
ଏହି ରିଲିଜ ପଢନ୍ତୁ : English , Urdu , Marathi , हिन्दी , Bengali , Punjabi , Tamil , Telugu