ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ କେନିଆର ପୂର୍ବତନ ପ୍ରଧାନମନ୍ତ୍ରୀ ମାନ୍ୟବର ରାଇଲା ଆମୋଲୋ ଓଡିଙ୍ଗାଙ୍କୁ ସାକ୍ଷାତ କରିଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 13 FEB 2022 10:42PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କେନିଆର ପୂର୍ବତନ ପ୍ରଧାନମନ୍ତ୍ରୀ ମାନ୍ୟବର ରାଇଲା ଆମୋଲୋ ଓଡିଙ୍ଗାଙ୍କୁ ଭେଟିଛନ୍ତି

ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

କେନିଆର ପୂର୍ବତନ ପ୍ରଧାନମନ୍ତ୍ରୀ ମୋର ବନ୍ଧୁ ମାନ୍ୟବର ରାଇଲା ଆମୋଲୋ ଓଡିଙ୍ଗାଙ୍କୁ ସାକ୍ଷାତ କରି ଆନନ୍ଦିତ ଭାରତ କେନିଆରେ ତାଙ୍କ ସହିତ ହୋଇଥିବା ପୂର୍ବ କଥାବାର୍ତ୍ତାକୁ ମୁଁ ମନେ ପକାଉଛି

ଭାରତ ଏବଂ କେନିଆ ଦୃଢ ଦ୍ୱିପାକ୍ଷିକ ସମ୍ପର୍କକୁ ଉପଭୋଗ କରନ୍ତି ଏବଂ ଆମର ସମ୍ପର୍କକୁ ଆହୁରି ମଜବୁତ କରିବାକୁ ଆମେ ସ୍ୱାଗତ କରୁଛୁ

HS


(ରିଲିଜ ଆଡି: 1798329) ପରିଦର୍ଶକ କାଉଣ୍ଟର : 182