ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
ଭାରତର ସମନ୍ୱିତ କୋଭିଡ-୧୯ ଟିକାକରଣ ୧୭୧.୨୮ କୋଟି ଅତିକ୍ରମ କରିଛି
ଗତ ୨୪ ଘଣ୍ଟା ମଧ୍ୟରେ ୪୬.୪୪ ଲକ୍ଷରୁ ଅଧିକ ଟିକା ପ୍ରଦାନ କରାଯାଇଛି
ସୁସ୍ଥତା ହାର ବର୍ତ୍ତମାନ ୯୬.୯୫% ରେ ରହିଛି
ଗତ ୨୪ ଘଣ୍ଟା ମଧ୍ୟରେ ୬୭,୦୮୪ ନୂତନ ମାମଲା ରିପୋର୍ଟ ହୋଇଛି
ଭାରତର ବର୍ତ୍ତମାନ ୭,୯୦,୭୮୯ ଟି ସକ୍ରିୟ ମାମଲା ରହିଛି
ସାପ୍ତାହିକ ପଜିଟିଭ ହାର ବର୍ତ୍ତମାନ ୬.୫୮% ରେ ଅଛି
Posted On:
10 FEB 2022 9:21AM by PIB Bhubaneshwar
ଗତ ୨୪ ଘଣ୍ଟା ମଧ୍ୟରେ ୪୬.୪୪ ଲକ୍ଷରୁ ଅଧିକ (୪୬,୪୪,୩୮୨) ଟିକା ପ୍ରଦାନ ସହିତ, ଆଜି ସକାଳ ୭ଟା ସୁଦ୍ଧା ଭାରତର କୋଭିଡ-୧୯ ଟିକାକରଣ ୧୭୧.୨୮ କୋଟି (୧,୭୧,୨୮,୧୯,୯୪୭) ଅତିକ୍ରମ କରିଛି ।
୧,୯୧,୧୭,୮୭୯ ଅଧିବେଶନ ମାଧ୍ୟମରେ ଏହା ହାସଲ କରାଯାଇଛି । ଆଜି ସକାଳ ୭ ଟା ପର୍ଯ୍ୟନ୍ତ ଅସ୍ଥାୟୀ ରିପୋର୍ଟ ଅନୁଯାୟୀ ସଂଗୃହିତ ଚିତ୍ରର ତଥ୍ୟ ଅନ୍ତର୍ଭୁକ୍ତ:
Cumulative Vaccine Dose Coverage
|
HCWs
|
1st Dose
|
1,03,98,679
|
2nd Dose
|
99,16,566
|
Precaution Dose
|
37,74,605
|
FLWs
|
1st Dose
|
1,84,03,692
|
2nd Dose
|
1,73,47,897
|
Precaution Dose
|
50,68,860
|
Age Group 15-18 years
|
1st Dose
|
5,08,96,400
|
2nd Dose
|
1,05,23,483
|
Age Group 18-44 years
|
1st Dose
|
54,65,63,415
|
2nd Dose
|
42,13,47,177
|
Age Group 45-59 years
|
1st Dose
|
20,13,26,926
|
2nd Dose
|
17,51,89,201
|
Over 60 years
|
1st Dose
|
12,56,52,278
|
2nd Dose
|
10,91,38,465
|
Precaution Dose
|
72,72,303
|
Precaution Dose
|
1,61,15,768
|
Total
|
1,71,28,19,947
|
ଗତ ୨୪ ଘଣ୍ଟା ମଧ୍ୟରେ ୧,୬୭,୮୮୨ ରୋଗୀ ସୁସ୍ଥ ହୋଇଛନ୍ତି ଏବଂ ସୁସ୍ଥ ହୋଇଥିବା ରୋଗୀମାନଙ୍କର ସଂଖ୍ୟା (ମହାମାରୀ ଆରମ୍ଭରୁ) ବର୍ତ୍ତମାନ ସୁଦ୍ଧା ୪,୧୧,୮୦,୭୫୧ ରହିଛି ।
ପରିଣାମ ସ୍ୱରୂପ ଭାରତର ସୁସ୍ଥତା ହାର ୯୬.୯୫% ରହିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ୬୭,୦୮୪ ନୂତନ ମାମଲା ରିପୋର୍ଟ ହୋଇଥିଲା ।

ଭାରତର ସକ୍ରିୟ ମାମଲା ବର୍ତ୍ତମାନ ୭,୯୦,୭୮୯ ରେ ଅଛି । ସକ୍ରିୟ ମାମଲା ଦେଶର ମୋଟ ସକ୍ରିୟ ମାମଲାର ୧.୮୬% ଅଟେ ।

ସମଗ୍ର ଦେଶରେ ପରୀକ୍ଷା କ୍ଷମତା ବୃଦ୍ଧି ଜାରି ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ସମୁଦାୟ ୧୫,୧୧,୩୨୧ ପରୀକ୍ଷା କରାଯାଇଥିଲା । ଭାରତ ଏପର୍ଯ୍ୟନ୍ତ ୭୪.୬୧ କୋଟି (୭୪,୬୧,୯୬,୦୭୧) ରୁ ଅଧିକ ପରୀକ୍ଷଣ କରିଛି ।
ସମଗ୍ର ଦେଶରେ ପରୀକ୍ଷଣ କ୍ଷମତା ବୃଦ୍ଧି ପାଇଥିବାବେଳେ ଦେଶରେ ସାପ୍ତାହିକ ପଜିଟିଭିଟି ହାର ୬.୫୮% ଏବଂ ଦୈନିକ ପଜିଟିଭିଟି ହାର ୪.୪୪% ବୋଲି ଜଣାଯାଇଛି ।

HS
(Release ID: 1797108)
Visitor Counter : 210
Read this release in:
Telugu
,
English
,
Urdu
,
Marathi
,
Hindi
,
Manipuri
,
Bengali
,
Punjabi
,
Gujarati
,
Tamil
,
Malayalam