ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ମହାତ୍ମା ଗାନ୍ଧୀଙ୍କୁ ତାଙ୍କ ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 30 JAN 2022 9:59AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାତ୍ମା ଗାନ୍ଧୀଙ୍କୁ ତାଙ୍କ ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଆଜି ସହିଦ ଦିବସରେ ପ୍ରଧାନମନ୍ତ୍ରୀ ମଧ୍ୟ ଆମ ଦେଶକୁ ସାହସିକତାର ସହିତ ରକ୍ଷା କରିଥିବା ସମସ୍ତ ମହାନ ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ବାପୁଙ୍କ ତାଙ୍କ ପୁଣ୍ୟ ତିଥିରେ ସ୍ମରଣ କରିବା । ତାଙ୍କର ମହାନ ଆଦର୍ଶକୁ ଅଧିକ ଲୋକପ୍ରିୟ କରିବା ଆମର ସାମୂହିକ କର୍ତ୍ତବ୍ୟ ।

ଆଜି, ସହିଦ ଦିବସରେ, ଆମ ଦେଶକୁ ସାହସର ସହିତ ରକ୍ଷା କରିଥିବା ସମସ୍ତ ମହାନ ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି । ସେମାନଙ୍କର ସେବା ଏବଂ ସାହସିକତା ସର୍ବଦା ସ୍ମରଣୀୟ ହୋଇ ରହିବ ।“

HS


(ରିଲିଜ ଆଡି: 1793628) ପରିଦର୍ଶକ କାଉଣ୍ଟର : 252