ପ୍ରତିରକ୍ଷା ମନ୍ତ୍ରଣାଳୟ

ଗଣତନ୍ତ୍ର ଦିବସ ଅବସରରେ ସ୍ଥଳସେନା କର୍ମଚାରୀଙ୍କ ପାଇଁ ସାହସିକତା ଓ ବିଶିଷ୍ଟ ସେବା ପୁରସ୍କାର ଘୋଷଣା

Posted On: 25 JAN 2022 4:51PM by PIB Bhubaneshwar

ନୂଆଦିଲ୍ଲୀ, ୨୫/୧୧(ପିଆଇବି)-୨୦୨୨ର ଗଣତନ୍ତ୍ର ଦିବସ ପାଳନ ଅବସରରେ ସ୍ଥଳସେନାର କର୍ମଚାରୀଙ୍କ ପାଇଁ ସାହାସିକତା ଓ ବିଶିଷ୍ଟ ସେବା ପୁରସ୍କାର ଘୋଷଣା କରାଯାଇଛି ।

ସେହିଭଳି ମରଣୋତ୍ତର ଭାବେ ସାହାସିକତା ପୁରସ୍କାର ପାଇଥିବା ଛଜଣଙ୍କ ମଧ୍ୟରେ ଅଛନ୍ତି ଶ୍ରୀଜିତ ଏମ୍‌, ଅନିଲ କୁମାର ତୋମର, କାଶୀରାୟ ବାମ୍ମନାଲି, ରିଙ୍କୁ କୁମାର, ଏମ୍ ଯଶୱନ୍ତ କୁମାର ରେଡ୍ଡୀ, ଓ ରାକେଶ ଶର୍ମା । ଏହି ଛଜଣ ବୀର ଯବାନଙ୍କୁ  ମରଣୋତ୍ତରଭାବେ ସୂର୍ଯ୍ୟଚକ୍ର ସମ୍ମାନ ପ୍ରଦାନ କରିବାକୁ ମଧ୍ୟ ସୁପାରିସ କରାଯାଇଛି ।

ଆଜି ସ୍ଥଳସେନା ପକ୍ଷରୁ ମଧ୍ୟ ପରମ ବିଶିଷ୍ଟ ସେବା ମେଡାଲ, ଉତ୍ତମ ଯୁଦ୍ଧ ସେବା ମେଡାଲ, ଅତି ବିଶିଷ୍ଟି ସେବା ମେଡାଲ, ଯୁଦ୍ଧ ସେବା ମେଡାଲ, ସେବା ମେଡାଲ (ସାହାସିକତା)ର ତାଲିକା ପ୍ରକାଶ କରାଯାଇଛି ।

ସମ୍ପୂର୍ଣ୍ଣ ବିବରଣୀ ପାଇଁ କ୍ଲିକ କରନ୍ତୁ.....

(a)     Summary of gallantry and distinguished service awards to Army personnel on the occasion of 26 Jan 2022.

(b)     List of all gallantry and distinguished service awardees.

(c)     Citation with photograph of Chakra Series Awardees.

TM



(Release ID: 1792686) Visitor Counter : 203