ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ୍-୧୯ ଅପଡେଟ

Posted On: 11 DEC 2021 9:18AM by PIB Bhubaneshwar

ଦେଶବ୍ୟାପି ଟିକାକରଣ ଅଭିଯାନ ଅନ୍ତର୍ଗତ ବର୍ତ୍ତମାନ ପର୍ଯ୍ୟନ୍ତ ୧୩୧.୯୯ କୋଟି କୋଭିଡ ପ୍ରତିଷେଧକ ଟିକା ଦିଆଯାଇସାରିଛି ।

ଭାରତରେ ବର୍ତ୍ତମାନ ୯୩.୨୭୭ ସକ୍ରିୟ ମାମଲା ରହିଛି, ଯାହାକି ୫୫୯ ଦିନରେ ସବୁଠାରୁ କମ୍ ମାମଲା ରହିଛି ।

ସକ୍ରିୟ ମାମଲା ସର୍ବମୋଟ ମାମଲାର ୧ ପ୍ରତିଶତରୁ କମ ରହିଛି, ବର୍ତ୍ତମାନ ଠ.୨୭ ପ୍ରତିଶତ, ଯାହାକି ମାର୍ଚ୍ଚ ୨ଠ୨ଠ ପରେ ସବୁଠାରୁ କମ ।

ଆରୋଗ୍ୟ ହାର ବର୍ତ୍ତମାନ ୯୮.୩୬ ପ୍ରତିଶତ, ଯାହାକି ମାର୍ଚ୍ଚ ୨ଠ୨ଠ ପରେ ସର୍ବାଧିକ

ଗତ ୨୪ ଘଣ୍ଟା ମଧ୍ୟରେ ୯,୨୬୫ ରୋଗୀ ସୁସ୍ଥ ହୋଇଛନ୍ତି, ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବମୋଟ ୩,୪୧,୧୪,୩୩୧ ରୋଗୀ ସୁସ୍ଥ ହୋଇଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ୭,୯୯୨ ନୂଆ ମାମଲା ଚିହ୍ନଟ ହୋଇଛି ।

ଦୈନିକ ପଜିଟିଭିଟି ହାର ଠ.୬୪ ପ୍ରତିଶତ ରହିଛି, ଗତ ୬୮ ଦିନରେ ୨ ପ୍ରତିଶତରୁ କମ ।

ସାପ୍ତାହିକ ପଜିଟିଭିଟି ହାର ବର୍ତ୍ତମାନ ଠ.୭୧ ପ୍ରତିଶତ ରହିଛି, ଗତ ୨୭ ଦିନରୁ ୧ ପ୍ରତିଶତରୁ କମ ରହିଛି ।

ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବମୋଟ ୬୫.୪୬ କୋଟି ପରୀକ୍ଷଣ କରାଯାଇସାରିଛି ।

 

NS / MB



(Release ID: 1780476) Visitor Counter : 145