ରାଷ୍ଟ୍ରପତିଙ୍କ ସଚିବାଳୟ
azadi ka amrit mahotsav

୨୦୨୧ ବର୍ଷ ପାଇଁ ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

ପୋଷ୍ଟ କରାଯିବା ଦିନାଙ୍କ: 09 NOV 2021 1:58PM by PIB Bhubaneshwar

ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦ ଆଜି (ନଭେମ୍ବର , ୨୦୨୧) ରାଷ୍ଟ୍ରପତି ଭବନ ଠାରେ ବେସାମରିକ ସମ୍ମାନ ପ୍ରଦାନ- ଉତ୍ସବରେ ୨୦୨୧ ବର୍ଷ ପାଇଁ ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଏବଂ ପଦ୍ମ ଶ୍ରୀ ପୁରସ୍କାର ପ୍ରଦାନ କରିଥିଲେ ଏହି ଅବସରରେ ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ୟରେ ଭାରତର ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀ ମଧ୍ୟ ଥିଲେ

୨୦୨୧ ବର୍ଷ ପାଇଁ ଏହା ପ୍ରଥମ ପର୍ଯ୍ୟାୟ ପୁରସ୍କାର ଥିଲା, ଦ୍ୱିତୀୟ ପର୍ଯ୍ୟାୟ ପୁରସ୍କାର ଆଜି ସନ୍ଧ୍ୟାରେ ବେସାମରିକ ସମ୍ମାନ ପ୍ରଦାନ ସମାରୋହ-୨ରେ ପ୍ରଦାନ କରାଯିବ

ନିମ୍ନରେ ତାଲିକା ଦେଖନ୍ତୁ

HS


(ରିଲିଜ ଆଡି: 1770318) ପରିଦର୍ଶକ କାଉଣ୍ଟର : 175