ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଲତା ମଙ୍ଗେଶକର ଜୀଙ୍କୁ ତାଙ୍କର ଜନ୍ମାଷ୍ଟମୀ ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଇଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 30 AUG 2021 9:48PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲତା ମଙ୍ଗେଶକର ଜୀଙ୍କୁ ତାଙ୍କର ଜନ୍ମାଷ୍ଟମୀ ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଇଛନ୍ତି କିମ୍ବଦନ୍ତୀ ଗାୟିକା ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ଏବଂ ତାଙ୍କର ଏକ ଗୁଜୁରାଟୀ ଭଜନକୁ ଟୁଇଟରେ ସଂଲଗ୍ନ କରି ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଦେଇଥିଲେ

ଏହାର ଉତ୍ତରରେ ପ୍ରଧାନମନ୍ତ୍ରୀ ଟୁଇଟ କରିଛନ୍ତି:

ଆଶୀର୍ବାଦ ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ @mangeshkarlata ଦିଦି ଆପଣଙ୍କୁ ମଧ୍ୟ ଜନ୍ମାଷ୍ଟମୀର ଅନେକ ଅନେକ ଶୁଭକାମନା ଆପଣଙ୍କ ସ୍ୱରରେ ସଜାଯାଇଥିବା ଏହି ଭଜନ ମନ୍ତ୍ରମୁଗ୍ଧ କରିଦେବା ଭଳି

 

HS


(ରିଲିଜ ଆଡି: 1751375) ପରିଦର୍ଶକ କାଉଣ୍ଟର : 227