ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବିଶ୍ୱ ସଂସ୍କୃତ ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ପୋଷ୍ଟ କରାଯିବା ଦିନାଙ୍କ: 22 AUG 2021 11:02AM by PIB Bhubaneswar

ବିଶ୍ୱ ସଂସ୍କୃତ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ସଂସ୍କୃତରେ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି;

“ଏହି ଭାଷା ପ୍ରାଚୀନ ହେବା ସହ ଆଧୁନିକ ମଧ୍ୟ

ଏଥିରେ ତରୁଣ କାବ୍ୟର ଗହନ ତତ୍ତ୍ୱ ରହିଛି

କିମ୍ବା ସହଜ ଅଭ୍ୟାସଯୋଗ୍ୟ ତଥା ଚମତ୍କାର ଦୃଷ୍ଟିଭଙ୍ଗୀ ସମ୍ପନ୍ନ

ତେଣୁ ସଂସ୍କୃତ ଭାଷାକୁ ଅଧିକରୁ ଅଧିକ ଲୋକ ପଢନ୍ତୁ

ସମସ୍ତଙ୍କୁ ସଂସ୍କୃତ ଦିବସର ଶୁଭକାମନା ।”

SR

 

 


(ରିଲିଜ ଆଡି: 1748045) ପରିଦର୍ଶକ କାଉଣ୍ଟର : 302