ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଅସୁରା ଦିନ ଅବସରରେ ହଜରତ ଇମାମ ହୁସେନ୍ (ଏଏସ୍‌) ଙ୍କ ବଳିଦାନକୁ ମନେ ପକାଇଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 20 AUG 2021 1:41PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅସୁରା ଦିନ ଅବସରରେ ହଜରତ ଇମାମ ହୁସେନ୍ (ଏଏସ୍‌) ଙ୍କ ବଳିଦାନକୁ ମନେ ରଖିଛନ୍ତି ଏବଂ ତାଙ୍କ ସାହସ ତଥା ନ୍ୟାୟ ପ୍ରତି ପ୍ରତିବଦ୍ଧତାକୁ ମନେ ପକାଇଛନ୍ତି

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ଆମେ ହଜରତ ଇମାମ ହୁସେନ୍ (ଏସ୍‌) ଙ୍କ ବଳିଦାନକୁ ମନେ ରଖିଛୁ ଏବଂ ତାଙ୍କର ସାହସ ତଥା ନ୍ୟାୟ ପ୍ରତି ଥିବା ପ୍ରତିବଦ୍ଧତାକୁ ମନେ ରଖିଛୁ ସେ ନିଷ୍ଠାର ସହିତ ଶାନ୍ତି ଏବଂ ସାମାଜିକ ଏକତା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ

 

HS


(ରିଲିଜ ଆଡି: 1747715) ପରିଦର୍ଶକ କାଉଣ୍ଟର : 245