ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-୧୯ ଅପଡେଟ୍

Posted On: 08 AUG 2021 9:16AM by PIB Bhubaneshwar

ଦେଶବ୍ୟାପୀ ଚାଲିଥିବା କୋଭିଡ-୧୯ ଟିକାକରଣ ଅଭିଯାନରେ ୫୦.୬୮ କୋଟି ଡୋଜ୍ ଟିକା ଦିଆଗଲାଣି

ଦେଶରେ ଏ ପର୍ଯ୍ୟନ୍ତ ୩,୧୦,୯୯,୭୭୧ ଜଣ କରୋନା ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି

ସୁସ୍ଥତା ହାର ଏବେ ରହିଛି ୯୭.୩୯%

ଗତ ୨୪ ଘଣ୍ଟାରେ ୪୩,୯୧୦ ଜଣ ସୁସ୍ଥ ହୋଇଛନ୍ତି

ଗତ ୨୪ ଘଣ୍ଟାରେ ଭାରତରେ ୩୯,୦୭୦ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି

ଭାରତରେ ଏବେ ୪,୦୬,୮୨୨ ସକ୍ରିୟ କରୋନା ମାମଲା ରହିଛି

ମୋଟ ମାମଲାର ୧.୨୭% ରହିଛି ସକ୍ରିୟ ମାମଲା

ସାପ୍ତାହିକ ପଜିଟିଭିଟି ହାର ଏବେ ୫% ତଳେ ରହିଛି, ଅର୍ଥାତ ୨.୩୮%

ଦୈନିକ ପଜିଟିଭିଟି ହାର ଅଛି ୨.୨୭%, ଗତ ୧୩ ଦିନ ଧରି ୩% ତଳେ ରହିଛି

ଟେଷ୍ଟିଂ କ୍ଷମତା ବୃଦ୍ଧି ପାଇଥିବା ବେଳେ ୪୮.୦୦ କୋଟି ଟେଷ୍ଟ କରାଯାଇଛି

SR

 

 

 

 



(Release ID: 1743776) Visitor Counter : 200