କ୍ୟାବିନେଟ

କେନ୍ଦ୍ର ମନ୍ତ୍ରିମଣ୍ଡଳ ଦ୍ୱାରା ନଡ଼ିଆ ବିକାଶ ବୋର୍ଡ଼ର ଅଧ୍ୟକ୍ଷ ପଦକୁ ଅଣ- କାର୍ଯ୍ୟକାରୀ ଅଧ୍ୟକ୍ଷ ପଦରେ ପରିଣତ କରିବା ନିମନ୍ତେ ନଡ଼ିଆ ବିକାଶ ବୋର୍ଡ଼ ଅଧିନିୟମ, ୧୯୭୯ରେ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ

प्रविष्टि तिथि: 08 JUL 2021 7:19PM by PIB Bhubaneshwar

କେନ୍ଦ୍ର ମନ୍ତ୍ରିମଣ୍ଡଳ କୃଷି, ସହକାରୀତା ତଥା କୃଷକ କଲ୍ୟାଣ ବିଭାଗ ଦ୍ୱାରା ନଡ଼ିଆ ବିକାଶ ବୋର୍ଡର ଅଧ୍ୟକ୍ଷ ପଦକୁ ଅଣ କାର୍ଯ୍ୟକାରୀ ପଦବୀରେ ପରିଣତ କରିବା ନିମନ୍ତେ ଥିବା ପ୍ରସ୍ତାବକୁ ନିଜର ସ୍ୱୀକୃତି ପ୍ରଦାନ କରିଛନ୍ତି । ଏହା ଫଳରେ ନଡ଼ିଆ ଉତ୍ପାଦନକାରୀମାନଙ୍କୁ ବ୍ୟାପକ ମାତ୍ରାରେ ଲାଭ ମିଳିପାରିବ ।

 

****

ss


(रिलीज़ आईडी: 1734196) आगंतुक पटल : 213
इस विज्ञप्ति को इन भाषाओं में पढ़ें: Malayalam , English , Urdu , हिन्दी , Marathi , Bengali , Manipuri , Punjabi , Gujarati , Tamil , Telugu , Kannada