ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-୧୯ ଅପଡେଟ୍

प्रविष्टि तिथि: 09 JUN 2021 9:46AM by PIB Bhubaneswar

୫୭ ଦିନ ପରେ ଭାରତରେ ସକ୍ରିୟ କରୋନା ମାମଲା ପୁଣି ୧୩ ଲକ୍ଷ (୧୨,୩୧,୪୧୫) ତଳକୁ ଖସିଲା

ଗତ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ କରୋନା ମାମଲାରେ ୭୨,୨୮୭ ହ୍ରାସ

କ୍ରମାଗତ ଦ୍ୱିତୀୟ ଦିନରେ ନୂଆ କରୋନା ମାମଲା ୧ ଲକ୍ଷ ତଳେ ରହିଛି

ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୯୨,୫୯୬ ନୂଆ କରୋନା ମାମଲା ଆସିଛି

ଦେଶରେ ଏ ପର୍ଯ୍ୟନ୍ତ ମୋଟ ୨,୭୫,୦୪,୧୨୬ ଜଣ ସୁସ୍ଥ ହୋଇଛନ୍ତି

ଗତ ୨୪ ଘଣ୍ଟା ମଧ୍ୟରେ ୧,୬୨,୬୬୪ ଜଣ ସୁସ୍ଥ ହୋଇଛନ୍ତି

କ୍ରମାଗତ ୨୭ ଦିନ ଧରି ଦୈନିକ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ଦୈନିକ ସଂକ୍ରମଣ ସଂଂଖ୍ୟାକୁ ପଛରେ ପକାଇଛି

ସୁସ୍ଥତା ହାର ୯୪.୫୫%କୁ ବୃଦ୍ଧି ପାଇଛି

ସାପ୍ତାହିକ ପଜିଟିଭିଟି ହାର ରହିଛି ୫.୬୬%

ଦୈନିକ ପଜିଟିଭିଟି ହାର ୪.୬୬% ରହିଛି, କ୍ରମାଗତ ୧୬ ଦିନ ଧରି ଏହା ୧୦% ତଳେ ରହିଛି

ଟେଷ୍ଟିଂ କ୍ଷମତା ବୃଦ୍ଧି କରାଯାଇଥିବା ବେଳେ ଏ ପର୍ଯ୍ୟନ୍ତ ମୋଟ ୩୭.୦୧ କୋଟି ଟେଷ୍ଟ କରାଯାଇଛି

ଦେଶବ୍ୟାପୀ ଚାଲିଥିବା ଟିକାକରଣ ଅଭିଯାନରେ ମୋଟ ୨୩.୯ କୋଟି ଡୋଜ୍ ଟିକା ଦିଆଯାଇଛି

 

SR

 

 


(रिलीज़ आईडी: 1725582) आगंतुक पटल : 334
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Punjabi , Gujarati , Tamil , Telugu , Kannada , Malayalam