ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତୀୟ କୋଭିଡ-୧୯ ଟିକା ପାଇଁ ଚାହିଦା

Posted On: 16 MAR 2021 1:25PM by PIB Bhubaneshwar

ଭାରତ ପ୍ରସ୍ତୁତ କୋଭିଡ-୧୯ ଟିକା ଯୋଗାଣ ପାଇଁ କେନ୍ଦ୍ର ବିଦୈଶିକ ବ୍ୟାପାର ମନ୍ତ୍ରଣାଳୟ ବିଭିନ୍ନ ରାଷ୍ଟ୍ରରୁ ଅନୁରୋଧ ଗ୍ରହଣ କରିଛି

୧୯ ଜାନୁୟାରୀ ୨୦୨୧ ପ୍ରେସ ବିଜ୍ଞପ୍ତିରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦର୍ଶାଇଛି ଯେ ଭାରତ ସମେତ ଅନ୍ୟାନ୍ୟ ଦେଶରେ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ, ସମ୍ମୁଖ କର୍ମଚାରୀ ଏବଂ ସବୁଠାରୁ ଅଧିକ ସମ୍ବେଦନଶୀଳ ବର୍ଗଙ୍କ ପାଇଁ ପର୍ଯ୍ୟାୟକ୍ରମେ ଟୀକାକରଣ ଯୋଜନା କାର୍ଯ୍ୟକାରୀ କରାଯାଉଛି ଟୀକାର ଘରୋଇ ଚାହିଦାକୁ ଦୃଷ୍ଟିରେ ରଖି ଭାରତ ଆସନ୍ତା ସପ୍ତାହ ଏବଂ ମାସରେ ପର୍ଯ୍ୟାୟକ୍ରମେ ସହଯୋଗୀ ଦେଶମାନଙ୍କୁ କୋଭିଡ-୧୯ ଟିକା ଯୋଗାଣ ଜାରି ରଖିବ ଏହା ନିଶ୍ଚିତ କରିବାକୁ ପଡିବ ଯେ ଘରୋଇ ଉତ୍ପାଦକମାନେ ବିଦେଶକୁ ଟୀକା ଯୋଗାଣ ସମୟରେ ଘରୋଇ ଆବଶ୍ୟକତା ପୂରଣ କରିବା ପାଇଁ ପର୍ଯ୍ୟାପ୍ତ ଟୀକା ମହଜୁଦ ରଖିବେ

କ୍ରମିକ ନଂ

ଦେଶ

ମୋଟ୍ଯୋଗାଣ(ଲକ୍ଷରେ)

ବାଂଲାଦେଶ

୯୦

ମିଆଁମାର

୩୭

ନେପାଳ

୨୩.୪୮

ଭୁଟାନ

.

ମାଲଡିଭ୍

.୧୨

ମରିସସ୍

ସେଚେଲ୍ସ

.

ଶ୍ରୀଲଙ୍କା

୧୨.୬୪

ବାହାରିନ

୧୦

ବ୍ରାଜିଲ

୪୦

୧୧

ମରୋକ୍କୋ

୭୦

୧୨

ଓମାନ

୧୩

ଇଜିପ୍ଟ

.

୧୪

ଆଲଜେରିଆ

.

୧୫

ଦକ୍ଷିଣ ଆଫ୍ରିକା

୧୦

୧୬

କୁଏତ୍

୧୭

ୟୁଏଇ

୧୮

ଆଫଗାନିସ୍ତାନ

.୬୮

୧୯

ବାର୍ବାଡୋସ

୨୦

ଡୋମିନିକା

.

୨୧

ମେକ୍ସିକୋ

.

୨୨

ଡୋମିନିକାନ ରିପ୍ଲବିକ

.

୨୩

ସାଉଦି ଆରବ

୩୦

୨୪

ସାଲଭାଡୋର

.

୨୫

ଆର୍ଜେଣ୍ଟିନା

.

୨୬

ସର୍ବିଆ

.

୨୭

ୟୁଏନ୍ସ୍ୱାସ୍ଥ୍ୟକର୍ମୀ

୨୮

ମଙ୍ଗୋଲିଆ

.

୨୯

ୟୁକ୍ରେନ

୩୦

ଘାନା

.୫୨

୩୧

ଆଇଭରୀ କୋଷ୍ଟ

.୫୪

୩୨

ଏସ୍ଟି. ଲୁସିଆ

.୨୫

୩୩

ଏସ୍ଟି. କିଟ୍ ଆଣ୍ଡ ନେଭିସ

.

୩୪

ଏସ୍ଟି. ଭିନ୍ସେଣ୍ଟ ଆଣ୍ଡ ଗ୍ରେନାଡେନିସ

.

୩୫

ସୁରିନେମ

.

୩୬

ଆଣ୍ଟିଗୁଆ ଆଣ୍ଡ ବାରବୁଡା

.

୩୭

ଡିଆର କଙ୍ଗୋ

୧୭.୬୬

୩୮

ଆଙ୍ଗୋଲା

.୨୪

୩୯

ଗାମ୍ବିଆ

.୩୬

୪୦

ନାଇଜେରିଆ

୩୯.୨୪

୪୧

କାମ୍ବୋଡିଆ

.୨୪

୪୨

କେନିଆ

୧୧.

୪୩

ଲେସ୍ଥୋ

.୩୬

୪୪

ରାୱଣ୍ଡା

.

୪୫

ସାଓ ଟୋମେ ଆଣ୍ଡ ପ୍ରିନ୍ସିପ

.୨୪

୪୬

ସେନିଗାଲ

.୪୯

୪୭

ଗୁଆଟେମାଲା

୪୮

କାନାଡା

୪୯

ମାଲି

.୯୬

୫୦

ସୁଡାନ

.୨୮

୫୧

ଲିବେରିଆ

.୯୬

୫୨

ମାଲାୱି

.

୫୩

ଉଗାଣ୍ଡା

.୬୪

୫୪

ନିକାରାଗୁଆ

.୦୦

୫୫

ଗୁଆନା

.

୫୬

ଜାମାଇକା

.୫୦

୫୭

ୟୁକେ

୫୦.୦୦

୫୮

ଟୋଗୋ

.୫୬

୫୯

ଡିଜୁବୌଟି

.୨୪

୬୦

ସୋମାଲିଆ

.୦୦

୬୧

ସେଇରା ଲିଓନ

.୯୬

୬୨

ବେଲିଜେ

.୨୫

୬୩

ବୋଟସ୍ୱାନା

.୩୦

୬୪

ମୋଜାମ୍ବି

.୮୪

୬୫

ଇଉଥୋପିଆ

୨୧.୮୪

୬୬

ତାଜାକିସ୍ତାନ

.୯୨

୬୭

ବେନିନ

.୪୪

୬୮

ଏସ୍ୱାଟିନି

.୨୦

୬୯

ବାହାମାସ

.୨୦

୭୦

କେପ୍ଭେରଡେ

.୨୪

ମୋଟ

୫୮୩.୮୫

 

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ଚୌବେ ଆଜି ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ ଏହା ଉଲ୍ଲେଖ କରିଛନ୍ତି

*****



(Release ID: 1705283) Visitor Counter : 163