ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଅୟା ବୈକୁଣ୍ଡ ସ୍ଵାମୀକଲଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 12 MAR 2021 7:10PM by PIB Bhubaneswar

ଅୟା ବୈକୁଣ୍ଡ ସ୍ଵାମୀକଲଙ୍କ ଜନ୍ମ ବାର୍ଷିକୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି

ଏକ ଟ୍ଵିଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଉନବିଂଶ ଶତାବ୍ଦୀର ମହାନ ଚିନ୍ତକ ଏବଂ ସାମାଜିକ ସଂସ୍କାରକ ଅୟା ବୈକୁଣ୍ଡ ସ୍ଵାମୀକଲଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ମୁଁ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି । ତାଙ୍କର ଶିକ୍ଷା ସମାଜକୁ ସାମାଜିକ ପ୍ରତିବନ୍ଧକ ତଥା ଲୋକମାନଙ୍କୁ ଏକଜୁଟ ହୋଇ ରହିବାରେ ସାହାଯ୍ୟ କରିଛି । ସମାନତା ଉପରେ ତାଙ୍କର ଗୁରୁତ୍ୱ ଆମକୁ ପ୍ରେରଣା ଦେଇ ଚାଲିଛି”

 

**********

TRP/


(ରିଲିଜ ଆଡି: 1704500) ପରିଦର୍ଶକ କାଉଣ୍ଟର : 237