ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସର୍ଦ୍ଦାର ପଟେଲଙ୍କ ପୂଣ୍ୟ ତିଥିରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

प्रविष्टि तिथि: 15 DEC 2020 9:31AM by PIB Bhubaneswar

ସର୍ଦ୍ଦାର ପଟେଲଙ୍କ ପୂଣ୍ୟ ତିଥିରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ସଶକ୍ତ, ସୁଦୃଢ ଏବଂ ସମୃଦ୍ଧ ଭାରତର ମୂଳଦୁଆ ପକାଇଥିବା ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ତାଙ୍କ ଜନ୍ମ ତିଥିରେ ଶତ ଶତ ପ୍ରଣାମ । ସେ ଦେଖାଇଥିବା ମାର୍ଗ ଦେଶର ଏକତା, ଅଖଣ୍ଡତା ଓ ପ୍ରଭୁତ୍ଵର ରକ୍ଷା କରିବା ଲାଗି ଆମକୁ ସବୁବେଳେ ପ୍ରେରଣା ଯୋଗାଉଥିବ” ।

**********


(रिलीज़ आईडी: 1680825) आगंतुक पटल : 146
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Assamese , Manipuri , Bengali , Punjabi , Gujarati , Tamil , Telugu , Kannada , Malayalam