ରାଷ୍ଟ୍ରପତିଙ୍କ ସଚିବାଳୟ
ପ୍ରେସ ବିଜ୍ଞପ୍ତି
ପୋଷ୍ଟ କରାଯିବା ଦିନାଙ୍କ:
07 NOV 2020 11:17AM by PIB Bhubaneswar
ରାଷ୍ଟ୍ରପତି ଭବନରେ ଆଜି (ନଭେମ୍ବର 7, 2020) ପୂର୍ବାହ୍ନ 10ଟାରେ ଅନୁଷ୍ଠିତ ଏକ ଉତ୍ସବରେ ରାଷ୍ଟ୍ରପତି କେନ୍ଦ୍ରୀୟ ସୂଚନା କମିଶନର ମୁଖ୍ୟ ସୂଚନା କମିଶନର ଭାବେ ଶ୍ରୀ ଯଶବର୍ଦ୍ଧନ କୁମାର ସିହ୍ନାଙ୍କୁ ଶପଥ ପାଠ କରାଇଛନ୍ତି ।
**********
(ରିଲିଜ ଆଡି: 1671099)
ପରିଦର୍ଶକ କାଉଣ୍ଟର : 221
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu