ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କର୍ଣ୍ଣାଟକ ରାଜ୍ୟ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ପୋଷ୍ଟ କରାଯିବା ଦିନାଙ୍କ: 01 NOV 2020 9:53AM by PIB Bhubaneswar

କର୍ଣ୍ଣାଟକରାଜ୍ୟ ଉତ୍ସବରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି

ପ୍ରଧାନମନ୍ତ୍ରୀ କହିଛନ୍ତି, “ରାଜ୍ୟ ଉତ୍ସବ ଅବସରରେ କର୍ଣ୍ଣାଟକର ମୋର ଭଉଣୀ ଏବଂ ଭାଇମାନଙ୍କୁ ଶୁଭେଚ୍ଛା ଶକ୍ତି ଏବଂ ଦକ୍ଷତାରେ ଭରା ରାଜ୍ୟବାସୀଙ୍କ ଲାଗି କର୍ଣ୍ଣାଟକ ପ୍ରଗତିର ନୂତନ ଶିଖରରେ ପହଞ୍ଚିପାରିଛି । କର୍ଣ୍ଣାଟକବାସୀଙ୍କ ସୁଖ ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରୁଛି’

**********

 


(ରିଲିଜ ଆଡି: 1669359) ପରିଦର୍ଶକ କାଉଣ୍ଟର : 192