ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ

ଉଡାନ୍‌ 4.0ରେ 78ଟି ନୂଆ ରୁଟ୍ ଅନୁମୋଦିତ

• 766ଟି ରୁଟ୍‌କୁ ମଞ୍ଜୁରି
• ଉତ୍ତର ପୂର୍ବାଞ୍ଚଳ, ପାହାଡିଆ ରାଜ୍ୟ ଓ ଦ୍ୱୀପଗୁଡିକୁ ଯୋଗାଯୋଗ ସୁବିଧା

Posted On: 27 AUG 2020 2:41PM by PIB Bhubaneshwar

ଆଞ୍ଚଳିକ ସଂଯୋଗ ଯୋଜନା (ଆରସିଏସ୍‌) ଅଧୀନରେ ଉଡେ ଦେଶକୀ ଆମ୍‌ ନାଗରିକବା ଉଡାନ୍‌ କାର୍ଯ୍ୟକ୍ରମର ଚତୁର୍ଥ ପର୍ଯ୍ୟାୟରେ 787ଟି ନୂଆ ବିମାନପଥକୁ ଅନୁମୋଦନ ମିଳିଛି । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏଥିପାଇଁ ହୋଇଥିବା 3 ପର୍ଯ୍ୟାୟ ସଫଳ ନିଲାମ ପରେ ଏହି ଅନୁମୋଦନ ପ୍ରଦାନ କରାଯାଇଛି । ଏହା ଫଳରେ ଦେଶର ଦୂରଦୂରାନ୍ତ ଓ ଅଗମ୍ୟ ଅଞ୍ଚଳକୁ ବିମାନ ସେବା ଯୋଗାଣ ତ୍ୱରାନ୍ୱିତ ହେବ । ଏହି ପର୍ଯ୍ୟାୟରେ ଦେଶର ଉତ୍ତର ପୂର୍ବାଞ୍ଚଳ, ପାହାଡିଆ ରାଜ୍ୟ ଏବଂ ଦ୍ୱୀପାଞ୍ଚଳଗୁଡିକୁ ବିମାନ ସଂଯୋଗ ପାଇଁ ଅଗ୍ରାଧିକାର ପ୍ରଦାନ କରାଯାଇଛି ।

ଏହି ପର୍ଯ୍ୟାୟରେ ଯେଉଁ ବିମାନପଥଗୁଡିକ ଅନୁମୋଦିତ ହୋଇଛି ସେଥିମଧ୍ୟରେ ଉତ୍ତର ପୂର୍ବାଞ୍ଚଳର ସର୍ବାଧିକ ରୁଟ୍‌ ରହିଛି । ଏହି ରୁଟ୍‌ଗୁଡିକ ମଧ୍ୟରେ ରହିଛି ଗୌହାଟୀରୁ ତେଜୁ, ରୁପ୍‌ସୀ, ତେଜପୁର, ପାସିଘାଟ, ମିସା ଓ ସିଲଂ । ସେହିଭଳି ଏହି ନୂଆ ସଂଯୋଗ ବ୍ୟବସ୍ଥାରେ ଲୋକେ ହିସାରରୁ ଚଣ୍ଡୀଗଡ, ଡେରାଡୁନ ଏବଂ ଧର୍ମଶାଳାକୁ ବିମାନ ଯାତ୍ରାର ସୁବିଧା ପାଇବେ । ଏହି ପର୍ଯ୍ୟାୟରେ ମଧ୍ୟ ବାରଣାସୀରୁ ଚିତ୍ରକୁଟ ଓ ଶ୍ରାବସ୍ତୀକୁ ବିମାନ ଚଳାଚଳ କରିବ । ସେହିଭଳି ଉଡାନ୍‌ 4.0ରେ ଏଥର ଲାକ୍ଷାଦ୍ୱୀପର ଅଗତ୍ତି, କବରତ୍ତି ଏବଂ ମିନିକଏ ଦ୍ୱୀପ ମଧ୍ୟରେ ବିମାନ ସେବା ଉପଲବ୍ଧ ହେବ ।

ଏ ଯାବତ୍‌ 766ଟି ରୁଟ ଉଡାନ ଯୋଜନାରେ ମଞ୍ଜୁରି ପାଇଛି । ସେଥିମଧ୍ୟରୁ 29ଟି ରୁଟ୍‌ରେ ସେବା ଉପଲବ୍ଧ ଥିବାବେଳେ 8ଟିରେ ନାହିଁ । ଏହାମଧ୍ୟରେ 2ଟି ହେଲିପୋର୍ଟ ଓ ଗୋଟିଏ ୱାଟର ଏରୋଡ୍ରମ ଏବଂ 2ଟି ଅଣ୍ଡର ସର୍ଭଡ (ଧାର୍ଯ୍ୟ କ୍ଷମତାଠାରୁ କମ୍‌ ବିମାନ ଚଳାଚଳ କରୁଥିବା) ଏୟାରପୋର୍ଟ ରହିଛି । ଚତୁର୍ଥ ପର୍ଯ୍ୟାୟ ଉଡାନ କାର୍ଯ୍ୟକ୍ରମ ଡିସେମ୍ବର 2019ରେ ଆରମ୍ଭ ହୋଇଥିଲା । ଏଥିରେ ଉତ୍ତର ପୂର୍ବାଞ୍ଚଳ, ପାହାଡିଆ ରାଜ୍ୟ ଓ ଦ୍ୱୀପପୁଞ୍ଜଗୁଡିକୁ ବିମାନ ସେବା ଯୋଗାଇବା ପାଇଁ ଅଗ୍ରାଧିକାର ଦିଆଯାଇଥିଲା । ଯେଉଁସବୁ ବିମାନ ବନ୍ଦର ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ ବା ଏଏଆଇ ଦ୍ୱାରା ବିକଶିତ ହୋଇଛି ସେଗୁଡିକୁ ଭାୟାବିଲିଟି ଫଣ୍ଡିଂ ନୀତିରେ ବିମାନ ଚଳାଚଳ ସୁବିଧା ଯୋଗାଇବାକୁ ଅଗ୍ରାଧିକାର ଦିଆଯାଇଛି । ଉଡାନର ଏହି ଚତୁର୍ଥ ପର୍ଯ୍ୟାୟରେ ମଧ୍ୟ ହେଲିକପ୍ଟର ଓ ସି-ପ୍ଲେନ ଚଳାଚଳ ବ୍ୟବସ୍ଥାକୁ ଅନ୍ତର୍ଭୁକ୍ତ କରାଯାଇଛି । ଆରମ୍ଭ କାଳରୁ ବେସାମରିକ ବିମାନ ଚଳାଳଚ ମନ୍ତ୍ରଣାଳୟ ଉଡାନ ଯୋଜନାରେ 274 ରୁଟ୍‌କୁ ଅନୁମୋଦନ ଦେଇସାରିଲାଣି । ଏସବୁ ରୁଟ୍‌ ଦେଶର 45ଟି ବିମାନ ବନ୍ଦର ଓ 3ଟି ହେଲିପୋର୍ଟକୁ ସଂଯୋଗ କରୁଛି ।

S.No

RCS Routes

1

Guwahati To Tezu

2

Tezu To Imphal

3

Imphal To Tezu

4

Tezu To Guwahati

5

Guwahati To Rupsi

6

Rupsi To Kolkata

7

Kolkata To Rupsi

8

Rupsi To Guwahati

9

Bilaspur To Bhopal

10

Bhopal To Bilaspur

11

Hissar To Dharamshala

12

Dharamshala To Hissar

13

Hissar To Chandigarh

14

Chandigarh To Hissar

15

Hissar To Dehradun

16

Dehradun To Hissar

17

Kanpur(Chakeri) To Moradabad

18

Moradabad To Kanpur(Chakeri)

19

Kanpur(Chakeri) To Aligarh

20

Aligarh To Kanpur(Chakeri)

21

Kanpur(Chakeri) To Chitrakoot

22

Chitrakoot To Prayagraj/Allahabad

23

Prayagraj/Allahabad To Chitrakoot

24

Chitrakoot To Varanasi

25

Varanasi To Chitrakoot

26

Chitrakoot To Kanpur(Chakeri)

27

Kanpur(Chakeri) To Shravasti

28

Shravasti To Varanasi

29

Varanasi To Shravasti

30

Shravasti To Prayagraj/Allahabad

31

Prayagraj/Allahabad To Shravasti

32

Shravasti To Kanpur(Chakeri)

33

Bareilly To Delhi

34

Delhi To Bareilly

35

Cochin International Airport(CIAL) To Agatti

36

Agatti To Cochin International Airport(CIAL)

37

Aizawl To Tezpur

38

Tezpur To Aizawl

39

Agartala To Dibrugarh

40

Dibrugarh To Agartala

41

Shillong To Passighat

42

Passighat To Guwahati

43

Guwahati To Passighat

44

Passighat To Shillong

45

Guwahati To Tezpur

46

Tezpur To Guwahati

47

Guwahati To Misa(Heliport)

48

Misa(Heliport) To Geleki

49

Geleki To Jorhat

50

Jorhat To Geleki

51

Geleki To Misa(Heliport)

52

Misa(Heliport) To Guwahati

53

Agatti To Minicoy

54

Minicoy To Agatti

55

Agatti To Kavaratti

56

Kavaratti To Agatti

57

Guwahati To Shillong

58

Shillong To Dimapur

59

Dimapur To Shillong

60

Imphal To Silchar

61

Silchar To Imphal

62

Shillong To Guwahati

63

Agartala To Shillong

64

Shillong To Imphal

65

Imphal To Shillong

66

Shillong To Agartala

67

Imphal To Shillong

68

Shillong To Silchar

69

Silchar To Shillong

70

Shillong To Imphal

71

Shillong To Dibrugarh

72

Dibrugarh To Shillong

73

Delhi To Shimla

74

Shimla To Delhi

75

Diu To Surat

76

Surat To Diu

77

Diu To Vadodara

78

Vadodara To Diu

 

List of Unserved airports:

  1. Tezu, Arunachal Pradesh
  2. Rupsi, Assam
  3. Bilaspur, Chattisgarh
  4. Hisar, Haryana
  5. Misa (Heliport), Assam
  6. Geleki (Heliport), Assam
  7. Minicoy, Lakshadweep
  8. Kavaratti (Water aerodrome), Lakshadweep

List of Underserved airports:

  1. Agatti, Lakshadweep
  2. Passighat, Arunachal Pradesh

 

**********

 

 

 

 



(Release ID: 1649014) Visitor Counter : 222