ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ

ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ଅଧିନସ୍ଥ ସମସ୍ତ କ୍ଷେତ୍ରୀୟ କାର୍ଯ୍ୟାଳୟ ଗୋଟିଏ ସ୍ଥାନରୁ କାର୍ଯ୍ୟ କରିବ

• ଅକ୍ଟୋବର ପହିଲାରୁ 19ଟି ସମନ୍ଵିତ କ୍ଷେତ୍ରୀୟ କାର୍ଯ୍ୟାଳୟ କାର୍ଯ୍ୟାରମ୍ଭ କରିବେ

प्रविष्टि तिथि: 18 AUG 2020 4:58PM by PIB Bhubaneshwar

ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ଦକ୍ଷତା ବୃଦ୍ଧି ତଥା ସମୟୋଚିତ କାର୍ଯ୍ୟ ପାଇଁ ମନ୍ତ୍ରଣାଳୟ 19ଟି ସମନ୍ଵିତ କ୍ଷେତ୍ରୀୟ କାର୍ଯ୍ୟାଳୟ ଗୋଟିଏ ସ୍ଥାନରୁ କାର୍ଯ୍ୟ କରିବା ପାଇଁ ଅନୁମୋଦନ କରିଛି ଏହି ସମନ୍ଵିତ ଆଞ୍ଚଳିକ କାର୍ଯ୍ୟାଳୟ (ଆଇଆରଓ)ଅକ୍ଟୋବର ପହିଲାରୁ କାର୍ଯ୍ୟ ଆରମ୍ଭ କରିବ   

ଏହି ଆଇଆରଓ ଯେଉଁ ମାନବ ଓ ଅର୍ଥ ସମ୍ବଳକୁ ନେଇ କାର୍ଯ୍ୟ କରିବ ସେଗୁଡିକ ହେଲା 10ଟି ଆଞ୍ଚଳିକ କାର୍ଯ୍ୟାଳୟ(ଆରଓଏଚକ୍ୟୁ ଡିଭିଜନ), ଭାରତୀୟ ଜଙ୍ଗଲ ସର୍ଭେର 4ଟି ଆଞ୍ଚଳିକ କାର୍ଯ୍ୟାଳୟ, ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷର 3ଟି ଆଞ୍ଚଳିକ କେନ୍ଦ୍ର, କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷଙ୍କ 4ଟି ଆଞ୍ଚଳିକ କାର୍ଯ୍ୟାଳୟ, ବନ୍ୟାପ୍ରାଣୀ ଅପରାଧ ବ୍ୟୁରୋର 5ଟି ଆଞ୍ଚଳିକ  ଓ 3ଟି ଉପଆଞ୍ଚଳିକ କାର୍ଯ୍ୟାଳୟ

କ୍ରମିକ ସଂଖ୍ୟା

ଆଇଆରଓ ମୁଖ୍ୟାଳୟ

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ କ୍ଷେତ୍ର

(i)

ଶିଲଂ

ମଣିପୁର, ମେଘାଳୟ, ମିଜୋରାମ, ତ୍ରିପୁରା

(ii)

ରାଞ୍ଚି

ଝାଡଖଣ୍ଡ, ବିହାର

(iii)

ଭୁବନେଶ୍ଵର

ଓଡିଶା

(iv)

ବେଙ୍ଗାଲୁର

କର୍ଣ୍ଣାଟକ, କେରଳ, ଗୋଆ, ଲାକ୍ଷାଦୀପ

(v)

ଚେନ୍ନାଇ

ତାମିଲନାଡୁ, ପୁଡୁଚେରୀ, ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜ

(vi)

ଲକ୍ଷ୍ନୌ

ଉତ୍ତର ପ୍ରଦେଶ

(vii)

ଭୋପାଳ

ମଧ୍ୟପ୍ରଦେଶ

(viii)

ନାଗପୁର

ମହାରାଷ୍ଟ୍ର

(ix)

ଚଣ୍ଡିଗଡ

ଚଣ୍ଡିଗଡ, ହରିୟାଣା, ପଞ୍ଜାବ

(x)

ଡେରାଡୁନ

ଉତ୍ତରାଖଣ୍ଡ

(xi)

ଜୟପୁର

ରାଜସ୍ଥାନ, ଦିଲ୍ଲୀ

(xii)

ଗାନ୍ଧିନଗର

ଗୁଜରାଟ, ଡମନ ଓ ଡିଉ, ଦାଦ୍ରା ଓ ନଗର ହାଭେଳି                 

(xiii)

ବିଜୟୱାଡା

ଆନ୍ଧ୍ର ପ୍ରଦେଶ

(xiv)

ରାୟପୁର

ଛତିଶଗଡ

(xv)

ହାଇଦ୍ରାବାଦ

ତେଲଙ୍ଗାନା

(xvi)

ସିମଲା

ହିମାଚଳ ପ୍ରଦେଶ

(xvii)

କୋଲକାତା

ପଶ୍ଚିମବଙ୍ଗ, ସିକ୍କିମ

(xviii)

ଗୌହାଟୀ

ଆସାମ, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ

(xix)

ଜମ୍ମୁ

ଲଦାଖ, ଜମ୍ମୁ ଓ କଶ୍ମୀର

 

ଏହି ଆଇଆରଓର ମୁଖ୍ୟଙ୍କୁ ଆଞ୍ଚଳିକ ଅଧିକାରୀ କୁହାଯିବ ପ୍ରତ୍ୟେକ ଆଇଆରଓ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ଆଞ୍ଚଳିକ ଅଧିକାରୀଙ୍କ ତତ୍ଵାବଧାନରେ ରହିବ ଏଗୁଡିକ ସମ୍ପୃକ୍ତ ମନ୍ତ୍ରଣାଳୟର ଆଞ୍ଚଳିକ ୟୁନିଟ ଭାବେ କାର୍ଯ୍ୟ କରିବ

 

**********


(रिलीज़ आईडी: 1646809) आगंतुक पटल : 274
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Bengali , Assamese , Punjabi , Tamil