ଅର୍ଥ ମନ୍ତ୍ରଣାଳୟ

2019-20 ଆର୍ଥିକ ବର୍ଷ ନିମନ୍ତେ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ବସ୍ତୁ ଓ ସେବା କର କ୍ଷତିପୂରଣ ବାବଦକୁ ପ୍ରଦାନ କରିଛନ୍ତି 1,65,302 କୋଟି ଟଙ୍କା

Posted On: 27 JUL 2020 5:37PM by PIB Bhubaneshwar

କେନ୍ଦ୍ର ସରକାର ନିକଟରେ କେବଳ ମାର୍ଚ୍ଚ ମାସ ପାଇଁ ବସ୍ତୁ ଓ ସେବା କର କ୍ଷତିପୂରଣ ବାବଦକୁ 13,806 କୋଟି ଟଙ୍କା ପ୍ରଦାନ କରିଛନ୍ତି । ଏହାକୁ ମିଶାଇ 2019-20 ଆର୍ଥିକ ବର୍ଷରେ ରାଜ୍ୟଗୁଡିକୁ କ୍ଷତିପୂରଣ ବାବଦ ସମସ୍ତ ଅର୍ଥ ପଇଠ କରାଯାଇଛି । ଏହି ଅବଧି ମଧ୍ୟରେ ମୋଟ କ୍ଷତିପୂରଣ ବାବଦକୁ 1,65,302 କୋଟି ଟଙ୍କା ପ୍ରଦାନ କରାଯାଇଥିଲେ ମଧ୍ୟ ଏହି ସମୟ ମଧ୍ୟରେ 95,444 କୋଟି ଟଙ୍କା ସଂଗୃହିତ ହୋଇଛି ।

2019-20 ଆର୍ଥିକ ବର୍ଷର କ୍ଷତିପୂରଣ ପଇଠ କରିବା ବେଳେ 2017-18 ଏବଂ 2018-19 ଆର୍ଥିକ ବର୍ଷର ବଳକା ଥିବା ଅର୍ଥକୁ ମଧ୍ୟ ହିସାବକୁ ନିଆଯାଇଛି । ଏହାଛଡା କେନ୍ଦ୍ର 33,412 କୋଟି ଟଙ୍କା ଦେଶର ଅନାବଦ୍ଧ ପାଣ୍ଠିରୁ ମଧ୍ୟ ପ୍ରଦାନ କରିଛି । ନିମ୍ନରେ ରାଜ୍ୟୱାରୀ ପ୍ରଦାନ କରାଯାଇଥିବା ବସ୍ତୁ ଓ ସେବା କର ବାବଦ କ୍ଷତିପୂରଣ ଅର୍ଥ ହିସାବ ଦିଆଯାଇଛି ।

କ୍ର.ସଂ

ରାଜ୍ୟ/

କେନ୍ଦ୍ରଶାସିତ ଅଞ୍ଚଳ

2019-20

ଆର୍ଥିକ ବର୍ଷ

ପାଇଁ ଜିଏସଟି କ୍ଷତିପୂରଣ

(କୋଟିରେ)

କ୍ର.ସଂ

ରାଜ୍ୟ/

କେନ୍ଦ୍ରଶାସିତ ଅଞ୍ଚଳ

2019-20

ଆର୍ଥିକ ବର୍ଷ

ପାଇଁ ଜିଏସଟି କ୍ଷତିପୂରଣ

(କୋଟିରେ)

1

ଆନ୍ଧ୍ର ପ୍ରଦେଶ

3028

17

ମଣିପୁର

0

2

ଅରୁଣାଚଳ ପ୍ରଦେଶ

0

18

ମେଘାଳୟ

157

3

ଆସାମ

1284

19

ମିଜୋରାମ

0

4

ବିହାର

5464

20

ନାଗାଲାଣ୍ଡ

0

5

ଛତିଶଗଡ

4521

21

ଓଡିଶା

5122

6

ଦିଲ୍ଲୀ

8424

22

ପୁଡୁଚେରି

1057

7

ଗୋଆ

1093

23

ପଞ୍ଜାବ

12187

8

ଗୁଜରାଟ

14801

24

ରାଜସ୍ଥାନ

6710

9

ହରିୟାଣା

6617

25

ସିକ୍କିମ

0

10

ହିମାଚଳ ପ୍ରଦେଶ

2477

26

ତାମିଲନାଡୁ

12305

11

ଜମ୍ମୁ ଓ କଶ୍ମୀର

3281

27

ତେଲଙ୍ଗାନା

3054

12

ଝାଡଖଣ୍ଡ

2219

28

ତ୍ରିପୁରା

293

13

କର୍ଣ୍ଣାଟକ

18628

29

ଉତ୍ତରପ୍ରଦେଶ

9123

14

କେରଳ

8111

30

ଉତ୍ତରାଖଣ୍ଡ

3375

15

ମଧ୍ୟ ପ୍ରଦେଶ

6538

31

ପଶ୍ଚିମବଙ୍ଗ

6200

16

ମହାରାଷ୍ଟ୍ର

19233

 

ମୋଟ

165302

 

**********



(Release ID: 1641611) Visitor Counter : 247