ରାଷ୍ଟ୍ରପତିଙ୍କ ସଚିବାଳୟ

ପ୍ରେସ ବିଜ୍ଞପ୍ତି

ପୋଷ୍ଟ କରାଯିବା ଦିନାଙ୍କ: 24 JUL 2020 5:37PM by PIB Bhubaneswar

ମଧ୍ୟପ୍ରଦେଶର ରାଜ୍ୟପାଳ ଶ୍ରୀ ଲାଲ ଜୀ ଟଣ୍ଡନଙ୍କ ଦେହାନ୍ତ ପରେ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଉତ୍ତରପ୍ରଦେଶ ରାଜ୍ୟପାଳ ଶ୍ରୀମତୀ ଆନନ୍ଦିବେନ ପଟେଲଙ୍କୁ ନିୟମିତ ବ୍ୟବସ୍ଥା ନହେବା ପର୍ଯ୍ୟନ୍ତ ମଧ୍ୟପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଛନ୍ତି ବିକଳ୍ପ ବ୍ୟବସ୍ଥା ନହେବା ପର୍ଯ୍ୟନ୍ତ ସେ ଏହି ଅତିରିକ୍ତ ଦାୟିତ୍ଵ ତୁଲାଇବେ  

 

**********


(ରିଲିଜ ଆଡି: 1641047) ପରିଦର୍ଶକ କାଉଣ୍ଟର : 147
ଏହି ରିଲିଜ ପଢନ୍ତୁ : Telugu , Urdu , English , हिन्दी , Marathi , Manipuri , Punjabi , Tamil