ପୋଷ୍ଟ କରାଯିବା ଦିନାଙ୍କ:
23 NOV 2026 6:38PM by PIB Bhubaneswar
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ଠାରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ।
ଆସନ୍ତାକାଲି ରାଷ୍ଟ୍ରପତି କଟକଠାରେ ବାଲି ଯାତ୍ରା ମହୋତ୍ସବରେ ଯୋଗଦେବେ ।
ଆସନ୍ତା ୨୫ ତାରିଖ, ବୁଧବାର ରାଷ୍ଟ୍ରପତି ଭୁବନେଶ୍ୱରଠାରେ ହୋମିଓପାଥୀ ଉପରେ ଜାତୀୟ ବୈଜ୍ଞାନିକ ସମ୍ମିଳନୀରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ।
*****
PS