ପୋଷ୍ଟ କରାଯିବା ଦିନାଙ୍କ:
26 SEP 2026 9:20AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଡକ୍ଟର ସିଂହ ସାର୍ବଜନୀନ ଜୀବନରେ ଅନେକ ବର୍ଷ ବିତାଇଥିଲେ ଏବଂ ନିଷ୍ଠାର ସହ ଦେଶର ସେବା କରିଥିଲେ।
X ରେ ଏକ ପୋଷ୍ଟରେ, ପ୍ରଧାନମନ୍ତ୍ରୀ ଲେଖିଛନ୍ତି :
"ଆମର ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ ଜୀ’ ଙ୍କୁ ତାଙ୍କ ଜନ୍ମବାର୍ଷିକୀରେ ଶ୍ରଦ୍ଧାଞ୍ଜଳି। ସେ ସାର୍ବଜନୀନ ଜୀବନରେ ଅନେକ ବର୍ଷ ବିତାଇଥିଲେ ଏବଂ ନିଷ୍ଠାର ସହ ଦେଶର ସେବା କରିଥିଲେ। "
****
SSP