ପୋଷ୍ଟ କରାଯିବା ଦିନାଙ୍କ:
29 OCT 2026 2:02PM by PIB Bhubaneswar
କର୍ଣ୍ଣାଟକର ରାଜ୍ୟପାଳ ଡ. ସୁଧା ଯାଦବ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଛି;
କର୍ଣ୍ଣାଟକର ରାଜ୍ୟପାଳ ଡ. ସୁଧା ଯାଦବ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।
SR