ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଏଲ୍. କେ. ଆଡଭାନୀଙ୍କୁ ଭେଟି ଆଶୀର୍ବାଦ ଭିକ୍ଷା କଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
09 OCT 2026 10:11AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ଶ୍ରୀ ଏଲ୍. କେ. ଆଡଭାନୀଙ୍କୁ ତାଙ୍କ ବାସଭବନରେ ଭେଟି ଆଶୀର୍ବାଦ ଭିକ୍ଷା କରିଥିଲେ । ଶ୍ରୀ ଆଡଭାନୀଙ୍କର ଦୀର୍ଘ ଦଶନ୍ଧି ଧରି ଚାଲିଥିବା ଜନସେବା ଏବଂ ଜାତୀୟ ଜୀବନରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ପ୍ରଶଂସା କରି ଶ୍ରୀ ମୋଦୀ କହିଥିଲେ ଯେ, ଦେଶର ପ୍ରଗତିରେ ତାଙ୍କର ଅବଦାନ ଏକ ସ୍ଥାୟୀ ଛାପ ଛାଡିଛି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;
“ଆଡଭାନୀ ଜୀଙ୍କୁ ତାଙ୍କ ବାସଭବନରେ ଭେଟିଲି ଏବଂ ତାଙ୍କ ଆଶୀର୍ବାଦ ନେଲି ।
ତାଙ୍କର ଦୀର୍ଘ ଦଶନ୍ଧିର ଜନସେବା ଏବଂ ଜାତୀୟ ଜୀବନରେ ତାଙ୍କର ଅବଦାନ ଏକ ସ୍ଥାୟୀ ଛାପ ଛାଡିଛି ।
ଭାରତର ପ୍ରଗତିକୁ ସୁଦୃଢ଼ କରିବାରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ।”
SR
(ରିଲିଜ ଆଡି: 2321142)
ପରିଦର୍ଶକ କାଉଣ୍ଟର : 3
ଏହି ରିଲିଜ ପଢନ୍ତୁ :
Bengali
,
English
,
Urdu
,
Marathi
,
हिन्दी
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam