ପୋଷ୍ଟ କରାଯିବା ଦିନାଙ୍କ:
05 OCT 2026 4:35PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ସଂସ୍କୃତ ସୁଭାଶିତମ୍ ସେୟାର କରିଛନ୍ତି, ଯେଉଁଥିରେ ଉତ୍ତମ ସ୍ୱାସ୍ଥ୍ୟକୁ ଜୀବନର ଚାରୋଟି ଲକ୍ଷ୍ୟ: ଧର୍ମ, ଅର୍ଥ, କାମ ଏବଂ ମୋକ୍ଷ ହାସଲ କରିବାର ମୁଖ୍ୟ ମୂଳଦୁଆ ଭାବରେ ଦର୍ଶାଯାଇଛି।
ପ୍ରଧାନମନ୍ତ୍ରୀ ଏକ୍ସ ଉପରେ ଲେଖିଛନ୍ତି;
‘‘ସୁଖପବିଷ୍ଟାସ୍ତେ ତତ୍ର ପୂଣ୍ୟାଂ ଚକ୍ରୁଃ କଥାମିମାମ୍ ।
ଧର୍ମର୍ଥକାମମୋକ୍ଷାଣାମାରେଣ୍ୟଂ ମୂଳମୂତମମ୍ ।।’’
ମହାନ ଋଷିମାନେ ଶାନ୍ତିରେ ବସି ଏହି ପବିତ୍ର କାହାଣୀ ବର୍ଣ୍ଣନା କରିଥିଲେ। ଯାହା ଅନୁଯାୟୀ ଉତ୍ତମ ସ୍ୱାସ୍ଥ୍ୟ ହେଉଛି ଜୀବନର ଚାରୋଟି ଲକ୍ଷ୍ୟ-ଧର୍ମ, ଅର୍ଥ, କାମ ଏବଂ ମୋକ୍ଷ ହାସଲ କରିବାର ମୁଖ୍ୟ ମୂଳଦୁଆ |
HS