ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଶିକାଗୋରେ ସ୍ୱାମୀ ବିବେକାନନ୍ଦଙ୍କ ଐତିହାସିକ ଅଭିଭାଷଣକୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
28 SEP 2026 10:50AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୮୯୩ ମସିହା ସେପ୍ଟେମ୍ବର ମାସ ୧୧ ତାରିଖରେ ଶିକାଗୋରେ ସ୍ୱାମୀ ବିବେକାନନ୍ଦ ପ୍ରଦାନ କରିଥିବା ଐତିହାସିକ ଅଭିଭାଷଣକୁ ସ୍ମରଣ କରିଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସ୍ୱାମୀ ବିବେକାନନ୍ଦଙ୍କ ମନମୁଗ୍ଧକର ଅଭିଭାଷଣ ଭାରତର ସଭ୍ୟତାର ମୂଲ୍ୟବୋଧର ଏକ ଝଲକ ପ୍ରଦାନ କରିଥିଲା।
ଶ୍ରୀ ମୋଦୀ କହିଛନ୍ତି ଯେ, ସ୍ୱାମୀ ବିବେକାନନ୍ଦଙ୍କ ପ୍ରେରଣାଦାୟୀ ବାଣୀ ଆଜି ମଧ୍ୟ ସମଗ୍ର ବିଶ୍ୱରେ ପ୍ରତିଧ୍ୱନିତ ହେଉଛି।
ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି;
“୧୧ ସେପ୍ଟେମ୍ବର ୧୮୯୩, ଶିକାଗୋ।
ସ୍ୱାମୀ ବିବେକାନନ୍ଦଙ୍କ ମନମୁଗ୍ଧକର ଅଭିଭାଷଣ ଭାରତର ସଭ୍ୟତାର ମୂଲ୍ୟବୋଧର ଏକ ଝଲକ ପ୍ରଦାନ କରିଥିଲା।
ତାଙ୍କର ପ୍ରେରଣାଦାୟୀ ବାଣୀ ଆଜି ମଧ୍ୟ ସମଗ୍ର ବିଶ୍ୱରେ ପ୍ରତିଧ୍ୱନିତ ହେଉଛି।”
*****
MT
(ରିଲିଜ ଆଡି: 2315753)
ପରିଦର୍ଶକ କାଉଣ୍ଟର : 10
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Assamese
,
Manipuri
,
Bengali
,
Bengali-TR
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam