ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଏସୀୟ କ୍ରୀଡ଼ାରେ ମହିଳା ପୋଲ ଭଲ୍ଟରେ ବ୍ରୋଞ୍ଜ ପଦକ ଜିତିଥିବାରୁ ବାରାନିକା ଇଲାଙ୍ଗୋଭାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
25 SEP 2026 9:12PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏସୀୟ କ୍ରୀଡ଼ାରେ ପ୍ରଥମ ଥର ପାଇଁ ମହିଳା ପୋଲ ଭଲ୍ଟରେ ବ୍ରୋଞ୍ଜ ପଦକ ଜିତିଥିବାରୁ ଆଜି ବାରାନିକା ଇଲାଙ୍ଗୋଭାନଙ୍କୁ ଅଭିନନ୍ଦନ ଜଣାଇବା ସହ ଏହାକୁ ଭାରତ ପାଇଁ ଏକ ସ୍ୱତନ୍ତ୍ର ଲମ୍ଫ ଏବଂ ଦୃଷ୍ଟାନ୍ତମୂଳକ ପଦକ ବୋଲି କହିଛନ୍ତି।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଏକ ଗର୍ବର ଉପଲବ୍ଧି ଯାହା ଆହୁରି ଅନେକ ଯୁବ କ୍ରୀଡ଼ାବିତଙ୍କୁ ଏହି ଖେଳ ପ୍ରତି ଆକୃଷ୍ଟ କରିବ।
ଏକ୍ସରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପୋଷ୍ଟ କରିଛି:
"ଭାରତ ପାଇଁ ଏକ ସ୍ୱତନ୍ତ୍ର ଲମ୍ଫ ଏବଂ ଏକ ଦୃଷ୍ଟାନ୍ତମୂଳକ ପଦକ!
ଏସିଆନ୍ ଗେମ୍ସରେ ପ୍ରଥମ ଥର ପାଇଁ ମହିଳା ପୋଲ ଭଲ୍ଟରେ ବ୍ରୋଞ୍ଜ ପଦକ ଜିତିଥିବାରୁ ବାରାନିକା ଇଲାଙ୍ଗୋଭାନଙ୍କୁ ଅଭିନନ୍ଦନ। ଏକ ଗର୍ବିତ ଉପଲବ୍ଧି ଯାହା ଆହୁରି ଅନେକ ଯୁବ କ୍ରୀଡ଼ାବିତଙ୍କୁ ଏହି ଖେଳକୁ ଗ୍ରହଣ କରିବାକୁ ପ୍ରେରଣା ଦେବ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।’’
HS
(ରିଲିଜ ଆଡି: 2315587)
ପରିଦର୍ଶକ କାଉଣ୍ଟର : 8
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam