ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଥିବା ବନ୍ଧୁକଚାଳକ ରୁଦ୍ରଙ୍କଶ ବାଲାସାହେବ ପାଟିଲ, ହିମାଂଶୁ ଧିଲୋନ ଏବଂ ପାର୍ଥ ରାକେଶ ମାନେଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
21 SEP 2026 7:22PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏସୀୟ କ୍ରୀଡା ୨୦୨୬ ରେ ୧୦ ମିଟର ଏୟାର ରାଇଫଲ ପୁରୁଷ ଦଳଗତ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବାରୁ ରୁଦ୍ରଙ୍କଶ ବାଲାସାହେବ ପାଟିଲ, ହିମାଂଶୁ ଧିଲୋନ ଏବଂ ପାର୍ଥ ରାକେଶ ମାନେଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ସେମାନଙ୍କର ଧ୍ୟାନ, ସ୍ଥିରତା ଏବଂ ଦଳଗତ କାର୍ଯ୍ୟ ଭାରତକୁ ଗର୍ବିତ କରିଛି।
ଶ୍ରୀ ମୋଦୀ 'ଏକ୍ସ ’ ରେ ପୋଷ୍ଟ କରିଛନ୍ତି:
ଏସୀୟ କ୍ରୀଡ଼ାରେ ୧୦ ମିଟର ଏୟାର ରାଇଫଲ ପୁରୁଷ ଦଳଗତ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବାରୁ ରୁଦ୍ରଙ୍କଶ ବାଲାସାହେବ ପାଟିଲ, ହିମାଂଶୁ ଧିଲୋନ ଏବଂ ପାର୍ଥ ରାକେଶ ମାନେଙ୍କୁ ଅଭିନନ୍ଦନ।
ଏହା ବାସ୍ତବରେ ଏକ ପ୍ରଶଂସନୀୟ ପ୍ରଦର୍ଶନ ଥିଲା ଯେଉଁଥିରେ ଏକ ମହାନ ମିଳିତ ସ୍କୋର ଥିଲା । ସେମାନଙ୍କର ଧ୍ୟାନ, ସ୍ଥିରତା ଏବଂ ଦଳଗତ କାର୍ଯ୍ୟ ଭାରତକୁ ଗର୍ବିତ କରିଛି। ଆଗାମୀ ପ୍ରୟାସ ପାଇଁ ଶୁଭେଚ୍ଛା: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।
HS
(ରିଲିଜ ଆଡି: 2313720)
ପରିଦର୍ଶକ କାଉଣ୍ଟର : 5
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Assamese
,
Bengali
,
Manipuri
,
Punjabi
,
Gujarati
,
Telugu
,
Kannada
,
Malayalam