ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସୁରକ୍ଷାତ୍ମକ ବନ୍ଧନ ଉପରେ ଗୁରୁତ୍ୱ ଦେଇ ଏକ ସଂସ୍କୃତ ସୁଭାଶିତମ୍ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 28 AUG 2026 2:49PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରକ୍ଷା (ସୁରକ୍ଷାତ୍ମକ ବନ୍ଧନ/ସୂତା) ର ଶୁଭ ଶକ୍ତି ଏବଂ ଆଶୀର୍ବାଦ ଉପରେ ଆଲୋକପାତ କରୁଥିବା ଏକ ସଂସ୍କୃତ ସୁଭାଶିତମ୍ ସେୟାର କରିଛନ୍ତି

‘‘ଏଷ ପ୍ରଭାବୋ ରକ୍ଷାୟାଃ କଥିତସ୍ତେ ଯୁଧିଷ୍ଠିର ।

ଜୟଦଃ ସୁଖଦଶ୍ରେବ ପୂତ୍ରାରୋଗ୍ୟଧନପ୍ରଦଃ ।।’’

ପ୍ରଧାନମନ୍ତ୍ରୀ 'ଏକ୍ସ "ରେ ପୋଷ୍ଟ କରିଛନ୍ତି:

‘‘ଏଷ ପ୍ରଭାବୋ ରକ୍ଷାୟାଃ କଥିତସ୍ତେ ଯୁଧିଷ୍ଠିର ।

ଜୟଦଃ ସୁଖଦଶ୍ରେବ ପୂତ୍ରାରୋଗ୍ୟଧନପ୍ରଦଃ ।।

HS


(ରିଲିଜ ଆଡି: 2304168) ପରିଦର୍ଶକ କାଉଣ୍ଟର : 4